ଖମୁ ରାମ ବିଷ୍ଣୋଇ
ଦେଖଣା
ଖମୁ ରାମ ବିଷ୍ଣୋଇ | |
---|---|
ଜନ୍ମ | 1966 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ଓସିଆନ, ଯୋଧପୁର, ରାଜସ୍ଥାନ |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ୍.କମ୍ |
ଶିକ୍ଷାନୁଷ୍ଠାନ | ଯୋଧପୁର ବିଶ୍ୱବିଦ୍ୟାଳୟ |
ବୃତ୍ତିସମୂହ |
|
ଖମୁ ରାମ ବିଷ୍ଣୋଇ (ଜନ୍ମ: ୧୯୬୬) ଜଣେ ଭାରତୀୟ ପରିବେଶବିତ୍ ।[୧][୨][୩] କୃପାଶଙ୍କର ପଟେଲ ବିଷ୍ଣୋଇ ମଧ୍ୟ ତାଙ୍କ ସହ ଯୋଡ଼ି ହୋଇଥିଲେ । ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଲଢ଼େଇ ପାଇଁ ୨୪ ଫେବୃଆରୀ ୨୦୧୩ରେ ତାଙ୍କୁ ଏକ୍ସଟ୍ରାଓର୍ଡ଼ିନାରୀ ଇଣ୍ଡିଆନ୍ ମ୍ୟାନ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪]
୨୦୧୭ ମସିହାରେ ବିଷ୍ଣୋଇ ସମ୍ପ୍ରଦାୟର ସହଯୋଗୀ ସଂସ୍ଥା ଆଦର୍ଶ ନବଜ୍ୟୋତି ବିକାଶ ଅନୁଷ୍ଠାନ ରାମଲୀଳା ମଇଦାନରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ଏକ ସଚେତନତା ଅଭିଯାନ ଆୟୋଜନ କରିଥିଲା, ଯାହାର ନେତୃତ୍ୱ ନେଇଥିଲେ ଖମୁରାମ ଓ ରାଣାରାମ ବିଷ୍ଣୋଇ । ଏହି ପଦଯାତ୍ରାରେ ୨୫୦ରୁ ଅଧିକ ଅନ୍ତର୍ଜାତୀୟ ଓ ଜାତୀୟ ପରିବେଶବିତ ଅଂଶଗ୍ରହଣ କରିଥିଲେ ।[୫]
ପୁରସ୍କାର
[ସମ୍ପାଦନା]- ଜିଓ ଦିଲ୍ ସେ.
- ଏକ୍ସଟ୍ରାଓର୍ଡ଼ିନାରୀ ଇଣ୍ଡିଆନ୍ ମ୍ୟାନ୍ ପୁରସ୍କାର[୪]
- ସିଦ୍ଧାର୍ଥ ସୋସିଆଲ୍ ଆୱାର୍ଡ଼ (୨୦୧୬).
ଆଧାର
[ସମ୍ପାଦନା]- ↑ "CLEAN REVOLUTION WITH TURBAN MAN". Heyplaces.in. Retrieved 2017-01-18.
- ↑ "1 - Reportage : Khamu Ram Bishnoi : un Bishnoï à Paris (rediffusion) - RFI". Rfi.fr. 3 March 2012. Retrieved 2017-01-18.
- ↑ "Khamu Ram l'écolo". Parismatch.com. 9 January 2012. Retrieved 2017-01-18.
- ↑ ୪.୦ ୪.୧ says, Krsna Priya Swami (2014-03-03). "Bishnois of Rajasthan - The Original Tree Huggers". Sanskriti - Hinduism and Indian Culture Website (in ଆମେରିକୀୟ ଇଂରାଜୀ). Retrieved 2022-03-29.
- ↑ "Guru Jambheshwar's teachings are Panacea to treat Global Warming: Dr. Harshvardhan". tennews.in (in ଆମେରିକୀୟ ଇଂରାଜୀ). 2017-03-19. Retrieved 2022-03-29.