ଓଡ଼ିଶା ଉର୍ଦ୍ଦୁ ଏକାଡେମୀ
ଦେଖଣା
ଓଡ଼ିଶା ଉର୍ଦ୍ଦୁ ଏକାଡେମୀ | |
---|---|
ସ୍ଥାପନା | ଫେବୃଆରୀ 7, 1987 |
ୱେବ୍ସାଇଟ | ଅଫିସିଆଲ୍ ୱେବସାଇଟ୍ |
ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ( ସ୍ଥାପିତ : ୭ ଫେବୃଆରୀ ୧୯୮୭ ) ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନ ।[୧] ଏହି ଏକାଡେମୀ ଏକ ସ୍ୱୟଂଶାସିତ ସୋସାଇଟି ଭାବରେ ସରକାରୀ ରେଜିଷ୍ଟ୍ରେସନ ଅଧିନିୟମ ୧୯୬୦ ଅଧିନରେ ପ୍ରତିଷ୍ଠିତ । ଏହା ଓଡ଼ିଶାରେ ଉର୍ଦ୍ଦୁ ଭାଷାର ପ୍ରଚାର ପ୍ରସାର ଓ ଲୋକପ୍ରି୍ୟତା ପାଇଁ କାର୍ଯ୍ୟ କରିଥାଏ ।[୨]
ଆଧାର
[ସମ୍ପାଦନା]- ↑ "Urdu academy put on the backburner". www.timesofindia.indiatimes.com. The Times of India. Archived from the original on 3 February 2021. Retrieved 3 February 2021.
- ↑ "Odisha Urdu Academy, Bhubaneswar". www.rtiodisha.gov.in/. Govt of Odisha. Archived from the original on 3 February 2021. Retrieved 3 February 2021.