ଉଦିତ ଭାନୁ
ଦେଖଣା
ଉଦିତ ଭାନୁ | |
---|---|
ଜନ୍ମ | ଉଦିତ ଭାନୁ ୨୭ ଡିସେମ୍ବର ୧୯୯୬ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ପିତାମାତା(s) | ନିତ୍ଯାନନ୍ଦ, ଜମ୍ବୁବତୀ |
ଉଦିତ ଭାନୁ (ଜନ୍ମ: ୨୭ ଡିସେମ୍ବର ୧୯୯୬) ଜଣେ ଓଡିଆ ଗାୟକ।[୧] ସେ ଭଣ୍ଡାର ଘରଣୀ ଓଡିଆ ଭଜନରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିଥିଲେ। ସେ ଓଡ଼ିଶାରେ ଜନ୍ମିତ ଓ ଓଡିଆ ଅଭିନେତା ତଥା ଗାୟକ ଓ ସଂଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରନ୍ତି।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଉଦିତ ଭାନୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବାଗନାଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ନିତ୍ଯାନନ୍ଦ ଓ ମା ଜମ୍ବୁବତୀ। ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ। ସେ ଟିକି ସୁନା ଗୁରୁଙ୍କଠାରୁ ପ୍ରଥମେ ଗୀତ ଶିଖିଥିଲେ।[୩]
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଉଦିତ ଭାନୁ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ଉଦିତ ଭାନୁ
- ↑ "Good Morning Odisha || Singer Udit Bhanu || 21st Nov 2023 | MBCTv Odisha". MBC TV. 2023-11-21. Retrieved 2024-09-30.
- ↑ Udit Bhanu - Movies, Biography, News, Age & Photos. BookMyShow Biography
- ↑ "ଟେଲି ଫିଲ୍ମ ଅମାବାସ୍ୟାର ଜହ୍ନ ସୁଟିଂ ଶେଷ". Sangharsa News (in ଇଂରାଜୀ). 2023-06-26. Retrieved 2024-10-25.
- ↑ "Page No 09 - JEYPORE - 10 Oct, 2024 - Prameya Epaper". www.prameyaepaper.com. Retrieved 2024-10-25.