ଇଡାଗୁଞ୍ଜି
ଇଡାଗୁଞ୍ଜି
ಇಡಗುಂಜಿ | |
---|---|
town | |
Country | India |
State | ଛାଞ୍ଚ:Country data Karnataka |
Region | Kanara |
District | Uttara Kannada |
Taluk | Honnavar |
Languages | |
Time zone | UTC+5:30 (IST) |
ଇଡାଗୁଞ୍ଜି(କନ୍ନଡ଼: ಇಡಗುಂಜಿ) ଭାରତର କର୍ଣ୍ଣାଟକ ରାଜ୍ୟର ଉତ୍ତର କାନ୍ନାଡ଼ା ଜିଲ୍ଲାରେ ହୋନ୍ନବର ତାଲୁକର ଏକ କ୍ଷୁଦ୍ର ଗ୍ରାମ । ଏହା ଏକ ଚର୍ଚ୍ଚିତ ହିନ୍ଦୁ ତୀର୍ଥ ସ୍ଥଳ ଓ ଉପାସନା ପିଠ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ଇଡାଗୁଞ୍ଜିର ଭୌଗୋଳିକ ଅବସ୍ଥିତି 14.35°N 74.7°Eଠାରେ । ଏହା ହନନଭରଠାରୁ 13 କିଲୋମିଟର ଦୁରବର୍ତୀ ଓ ନାଭିଲ୍ଗୋନାଠାରୁ 28 କିଲୋମିଟର ଦୂର ।
ଦେବସ୍ଥାନ
[ସମ୍ପାଦନା]ଇଡାଗୁଞ୍ଜ ଦେବସ୍ଥାନ ଏକ 1500 ବର୍ଷର ପ୍ରାଚୀନ ମନ୍ଦିର । ଏହି ଗଣେଶ ମନ୍ଦିରକୁ ବାର୍ଷିକ 10 ଲକ୍ଷ୍ୟରୁ ଅଧିକ ଭକ୍ତଙ୍କ ଆଗମନ ହେଇଥାଏ ।
କିମ୍ବଦନ୍ତୀ
[ସମ୍ପାଦନା]ପୁରାଣ ଅନୁସାରେ ଦ୍ୱାପର ଯୁଗର ଶେଷ ସମୟରେ ମହା ମୁନିଗଣ ବଦ୍ରିକା ଆଶ୍ରମରେ ସୁଠାପୌରଣିକଙ୍କୁ ପ୍ରାର୍ଥନା କରୁଥିଲେ । ଭଗବାନ ଶ୍ରୀକୃଷ୍ଣ ଆଗତ କଳିଯୁଗର ଦୋଷକୁ ଖଣ୍ଡନ କଟିବାର ଉପାୟ ଖୋଜୁଥିଲେ । ମହାମୁନି ଭାଲଖିଲ୍ୟ କୁଞ୍ଜବନର ତପ୍ତର୍ଜ୍ୟ ବର୍ଣ୍ଣନା କରୁଥିଲେ ଓ ଅନ୍ୟ ସାଧୁ ଗଣ ଅରଣ୍ୟରେ ଅନ୍ୟ କର୍ମରେ ବ୍ୟସ୍ତ ଥିଲେ । ସେମାନେ ତାଙ୍କର କାର୍ଯ୍ୟରେ ବିଭିନ୍ନ ବିଘ୍ନର ସମ୍ମୁଖୀନ ହେଲେ ଓ ଏହାଦ୍ୱାରା ବ୍ୟଥିତ ରହିଲେ । ସେମାନେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଏହାର ପ୍ରତିକାର ପାଇଁ ପ୍ରାର୍ଥନା କଲେ ।ମହାମୁନି ନାରଦ ଭାଲଖିଲ୍ୟଙ୍କ ପାଖକୁ ଯାଇ ପଚାରିବାରୁ ସେ ଅସୁବିଧା କଥା କହିଲେ । ନାରଦ ତାଙ୍କୁ ବିନୟକଙ୍କୁ ପ୍ରାର୍ଥନା କରିବାକୁ କହିଲେ । ସେଥିପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜିବା ପାଇଁ ଭିଲାଖିଲ୍ୟ ଓ ଅନନ୍ୟ ସନ୍ଥ ଗଣ ପଶ୍ଚିମକୁ ଯାଇ ସରାବତୀ ନଦୀ ନିକଟକୁ ଯାଇ ଏହି ସ୍ଥଳ ସାଗର ନିକଟରେ ପ୍ରାପ୍ତ ହେଲେ । ସେହି ଦିନରୁ ଏହା ଭଗବାନ ବିନୟକଙ୍କ ଉପାସନା ପିଠା ହେଇ ରହିଛି । ବିଶ୍ୱାସ ଅଛି ଯେ ଏଠାରେ ପ୍ରାର୍ଥନା କାଲେ ସମସ୍ତ ଋଷ୍ଟ ଖଣ୍ଡନ ହେଇଥାଏ ।[୧]
ରହଣି ଓ ଯାତାୟତ ସୁବିଧା
[ସମ୍ପାଦନା]ଇଡାଗୁଞ୍ଜି ଦେବସ୍ଥାନମଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ରହଣି ପାଇଁ ଧର୍ମଶାଳା ମଧ୍ୟ ଉପଲବ୍ଧ ।ଏହା ନ୍ନିକଟରେ ଥିବା ସହରରେ ରହଣି ପାଇଁ ସମସ୍ତ ପ୍ରକାର ସୁବିଧା ଓ ଯାତାୟତ ପାଇଁ ଗାଡି ଉପଲବ୍ଧ ।[୨]
ଇଡାଗୁଞ୍ଜି ନିକଟରେ ଆହୁରି ଅନେକ ଆକର୍ଷଣ ରହିଛି । ଏଠାରୁ ଖୁବ ନିକଟରେ ମରୁଣ୍ଡେଶ୍ୱର , ଗୋକରଣ , ଅପସାରକୋଣ୍ଡା , ଶରଭତୀ ନଦୀ , ରାମ ତୀର୍ଥ , ଲକ୍ଷ୍ମଣ ତୀର୍ଥ କାଶରକୋଡ ବେଳାଭୂମି ଅପସାରକୋଣ୍ଡା ଆଦି ପର୍ଯ୍ୟଟକ ସ୍ଥଳୀ ଭାବରେ ମଧ୍ୟ ଖୁବ ଆଦୃତ ।[୩]
ବାହାର ଲିଙ୍କ
[ସମ୍ପାଦନା]- Idagunji Ganapati Archived 2010-12-17 at the Wayback Machine.
- Idagunji Temple Website Archived 2016-10-22 at the Wayback Machine.
- Karwar eNews Archived 2009-02-04 at the Wayback Machine.
ଆଧାର
[ସମ୍ପାଦନା]
- ↑ http://www.idagunjidevaru.com/story.php । "Valakhilya requested Narada to show him an appropriate place to worship the deity. Narada along with Valakhilya and other saints wandered westward in search of a suitable place. They came across the Sharavati river which gracefully caressed and consolidated with the ocean
- ↑ http://www.idagunjidevaru.com/details.php
- ↑ http://www.idagunjidevaru.com/details.php