ଆର୍ଟେସୁନେଟ

ଉଇକିପିଡ଼ିଆ‌ରୁ
ଆର୍ଟେସୁନେଟ
Clinical data
Pronunciationahr-tez′ŭ-nāt[୨]
Trade namesବ୍ୟବସାୟୀକ ନାମ - ମେନି/many[୧]
AHFS/Drugs.comInternational Drug Names
Routes of
administration
ପାଟିରେ, ଶିରାଭ୍ୟନ୍ତରରେ ଓ ମାଂସପେଶୀରେ
ATC code
Legal status
Legal status
  • Not licensed in UK or US
Identifiers
CAS Number
PubChem CID
ChemSpider
UNII
ChEMBL
NIAID ChemDB
ECHA InfoCard100.106.898 Edit this at Wikidata
Chemical and physical data
FormulaC19H28O8
Molar mass384.421 g/mol
3D model (JSmol)
  • [H][C@@]12CC[C@@]3(C)OO[C@@]11[C@@]([H])(CC[C@H]2C)[C@@H](C)[C@H](OC(=O)CCC(O)=O)O[C@]1([H])O3
  • InChI=1S/C19H28O8/c1-10-4-5-13-11(2)16(23-15(22)7-6-14(20)21)24-17-19(13)12(10)8-9-18(3,25-17)26-27-19/h10-13,16-17H,4-9H2,1-3H3,(H,20,21)/t10-,11-,12+,13+,16-,17-,18-,19-/m1/s1 ☒N
  • Key:FIHJKUPKCHIPAT-AHIGJZGOSA-N ☒N
 ☒NcheckY (what is this?)  (verify)

ଆର୍ଟେସୁନେଟ (ଇଂରାଜୀ ଭାଷାରେ Artesunate ବା AS) ଗୋଟିଏ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ ।[୩][୪] ସାଂଘାତିକ ମ୍ୟଲେରିଆ ହେଲେ କୁଇନିଡିନ ଅପେକ୍ଷା ଏହି ଔଷଧକୁ ଶିରାରେ ଦେବାକୁ ଅଧିକ ପସନ୍ଦ କରାଯାଏ ।[୩] ଏହା ଯୁଗ୍ମ ଥେରାପି (combination therapy) ଭାବରେ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ପ୍ରତିଷେଧକ ଭାବରେ ଏହା ଦିଆଯାଏ ନାହିଁ ।[୪] ଆର୍ଟେସୁନେଟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein), ମାଂସପେଶୀ ଇଞ୍ଜେକସନ (injection into a vein) ବା ପାଟିରେ ଦିଆଯାଏ ।[୪][୫]

ଆର୍ଟେସୁନେଟ ସାଧାରଣତଃ ଦେହରେ ଉତ୍ତମ ଭାବରେ ସ‌ହ୍ୟ କରିହୁଏ ।[୫] ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ଗତି ଧୀର ହୋଇପାରେ, ଆଲର୍ଜି, ମୁଣ୍ଡବୁଲା ଓ ଶ୍ୱେତ ରକ୍ତ କଣିକା କମ (low white blood cell levels) ହୁଏ ।[୪] During ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ ଯଦିଓ ପଶୁ ପରୀକ୍ଷାରେ ଶିଶୁକୁ କ୍ଷତି କରିବା ଦେଖାଯାଇଛି ।[୬] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[୭] ଏହା ଆର୍ଟେମିସିନିନ (artemisinin) ଶ୍ରେଣୀର ଔଷଧ ।[୩]

ଆର୍ଟେସୁନେଟର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୩.୦୯ରୁ ୨.୫୭ ଆମେରିକୀୟ ଡଲାର ।[୯] ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନରେ (Centers for Disease Control) ମିଳେ । ଏହା ପ୍ରଥମେ ସୁଇଟ ୱର୍ମଉଡ (sweet wormwood) ଗଛରୁ ତିଆରି କରାଯାଉଥିଲା ।[୩]

ଆଧାର[ସମ୍ପାଦନା]

  1. "Artesunate - Drugs.com". www.drugs.com. Retrieved 7 December 2016.
  2. "Artesunate definition | Drugs.com". www.drugs.com. Retrieved 7 December 2016.
  3. ୩.୦ ୩.୧ ୩.୨ ୩.୩ Prevention, CDC - Centers for Disease Control and. "CDC - Malaria - Diagnosis & Treatment (United States) - Treatment (U.S.) - Artesunate". www.cdc.gov. Retrieved 2016-10-28.
  4. ୪.୦ ୪.୧ ୪.୨ ୪.୩ "Artesunate" (PDF). World Health Organization. March 2013. Retrieved 7 December 2016.
  5. ୫.୦ ୫.୧ Rosenthal, Philip J. (24 April 2008). "Artesunate for the Treatment of Severe Falciparum Malaria". New England Journal of Medicine. 358 (17): 1829–1836. doi:10.1056/NEJMct0709050.
  6. Kovacs, SD; Rijken, MJ; Stergachis, A (February 2015). "Treating severe malaria in pregnancy: a review of the evidence". Drug safety. 38 (2): 165–81. doi:10.1007/s40264-014-0261-9. PMC 4328128. PMID 25556421.
  7. "Artesunate use while Breastfeeding | Drugs.com". www.drugs.com. Retrieved 7 December 2016.
  8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  9. "Artesunate". International Drug Price Indicator Guide. Retrieved 1 January 2016.[permanent dead link]