ଆରଣ୍ୟକ

ଉଇକିପିଡ଼ିଆ‌ରୁ

ଆରଣ୍ୟକ ମନୋଜ ଦାସଙ୍କ ରଚିତ ଏକ ଗଳ୍ପ ସଂକଳନ ।[୧] ଏହାର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।[୨]

ସଂକଳିତ ଗଳ୍ପ[ସମ୍ପାଦନା]

ଏଥିରେ ସଂକଳିତ ଗଳ୍ପ ସବୁ ହେଲା:

  1. ରାୟସିଂହର ଡାଏରୀ
  2. ସଂଗୋପନ କାହାଣୀ
  3. ଉପଗ୍ରହ
  4. ଭୁତ କୋଠିରେ ଏକ ରାତି
  5. ହୃଦୟ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ଏକ କାହାଣୀ
  6. ରବିବାସରୀୟ ସଙ୍ଗୀତ
  7. ଆରଣ୍ୟକ
  8. ଜହ୍ନରାତିର ଗଳ୍ପ

ଆରଣ୍ୟକ ଗଳ୍ପ ଉପରେ ଆଧାରିତ ସମନାମରେ ଏକ ଚଳଚ୍ଚିତ୍ର କରାଯାଇଥିଲା । ଅପୂର୍ବ କିଶୋର ବୀର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୩]

ଆଧାର[ସମ୍ପାଦନା]

  1. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
  2. P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
  3. India Today. Thomson Living Media India Limited. 1995.

ବାହାର ଆଧାର[ସମ୍ପାଦନା]

  • ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. ୨୦୧୦.

ବାହାର ଲିଙ୍କ[ସମ୍ପାଦନା]