Jump to content

ଜୋନିସାମାଇଡ

ଉଇକିପିଡ଼ିଆ‌ରୁ
(Zonisamideରୁ ଲେଉଟି ଆସିଛି)
ଜୋନିସାମାଇଡ
Ball-and-stick model of the zonisamide molecule
Clinical data
Trade namesZonegran, others
AHFS/Drugs.commonograph
MedlinePlusa603008
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability~100%[]
    Protein binding40%[]
    MetabolismLiver through CYP3A4[]
    Elimination half-life63 hours in plasma[]
    ExcretionKidney (62%); Faeces (3%)[]
    Identifiers
    • benzo[d]isoxazol-3-ylmethanesulfonamide
    ECHA InfoCard100.118.526 Edit this at Wikidata
    Chemical and physical data
    FormulaC8H8N2O3S
    Molar mass୨୧୨.୨୨ g·mol−1
    3D model (JSmol)
    Melting point162 °C (324 °F)
    • O=S(=O)(N)Cc2noc1ccccc12
    • InChI=1S/C8H8N2O3S/c9-14(11,12)5-7-6-3-1-2-4-8(6)13-10-7/h1-4H,5H2,(H2,9,11,12) checkY
    • Key:UBQNRHZMVUUOMG-UHFFFAOYSA-N checkY
      (verify)

    ଜୋନିସାମାଇଡ, ବେପାର ନାମ ଜୋନିଗ୍ରାମ, ହେଉଛି ଏକ ଔଷଧ ଯାହାକି ଅନ୍ୟାନ୍ୟ ଔଷଧ ସ‌ହିତ ଅପସ୍ମାର ଓ ବିଶେଷ ଭାବରେ ପାର୍ସିଆଲ ସିଜର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ପାର୍କିନ୍‌ସନ୍ ରୋଗରେ ମଧ୍ୟ ଏହାର ବ୍ୟବହାର ପାଇଁ କିଛି ପ୍ରମାଣ ମଧ୍ୟ ଅଛି ।[] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, କୋଷ୍ଠକାଠିନ୍ୟ, ଶୁଖିଲା ପାଟି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶ ଝଡ଼ିବା, ଆଖି ଦୋଳନ ଏବଂ ଅସ୍ଥି ମଜ୍ଜା ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[] ଏହା ରାସାୟନିକ ପଦାର୍ଥ ସଲଫୋନାମାଇଡ୍ ପରିବାରର ଏକ ସଦସ୍ୟ ଏବଂ ଏଗୁଡିକ ଆଲର୍ଜି ଥିବା ଲୋକମାନଙ୍କୁ ଦିଆଯାଇନଥାଏ ।[] []

    ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜୋନିସାମାଇଡ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ୨୦ ଡଲାରରୁ କମ ଥିଲା ।[] ଯୁକ୍ତରାଜ୍ୟରେ ମଧ୍ୟ ଏହା ଅପେକ୍ଷାକୃତ ଶସ୍ତା ଅଟେ।[]

    1. 1 2 3 4 5 "Zonegran Product Information" (PDF). TGA eBusiness Services. SciGen (Australia) Pty Ltd. 4 April 2013. Archived from the original on 15 October 2018. Retrieved 18 November 2013.
    2. 1 2 3 4 5 "Zonisamide Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 4 August 2021.
    3. Grover ND, Limaye RP, Gokhale DV, Patil TR (November–December 2013). "Zonisamide: a review of the clinical and experimental evidence for its use in Parkinson's disease". Indian Journal of Pharmacology. 45 (6): 547–55. doi:10.4103/0253-7613.121266. PMC 3847242. PMID 24347760.{{cite journal}}: CS1 maint: unflagged free DOI (link)
    4. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 350. ISBN 978-0-85711-369-6.{{cite book}}: CS1 maint: date format (link)
    5. "Zonisamide (Zonegran) Use During Pregnancy". Drugs.com (in ଇଂରାଜୀ). Archived from the original on 2 February 2021. Retrieved 5 August 2021.
    6. 1 2 "Zonisamide Prices, Coupons & Savings Tips - GoodRx". GoodRx. Retrieved 5 August 2021.