Jump to content

ଯୋଗେନ୍ଦ୍ର ଚନ୍ଦୋଲିୟା

ଉଇକିପିଡ଼ିଆ‌ରୁ
(Yogender Chandoliaରୁ ଲେଉଟି ଆସିଛି)
ଯୋଗେନ୍ଦ୍ର ଚନ୍ଦୋଲିୟା
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀହଂସ ରାଜ ହଂସ
ନିର୍ବାଚନ ମଣ୍ଡଳୀଉତ୍ତର-ପୂର୍ବ ଦିଲ୍ଲୀ
ମୁନିସିପାଲ୍ କାଉନ୍‌ସିଲର୍
କାର୍ଯ୍ୟକାଳ
୨୦୦୭ – ୧୦୧୭
ପର ଅଧିକାରୀସୁଶିଲା ଖୋରୱାଲ
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଘରକରୋଲ ବାଗ, ଦିଲ୍ଲୀ
ବୃତ୍ତିବ୍ୟବସାୟୀ, ରାଜନେତା

ଯୋଗେନ୍ଦ୍ର ଚନ୍ଦୋଲିୟା ଜଣେ ଭାରତୀୟ ବ୍ୟବସାୟୀ ତଥା ରାଜନେତା । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ଏବଂ ୨୦୦୭ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଜଣେ ମୁନିସିପାଲ କାଉନ୍‌ସିଲର୍ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୧୫ ଓ ୨୦୨୦ ମସିହାର ଦିଲ୍ଲୀ ବିଧାନ ସଭା ନିର୍ବାଚନରେ, ସେ କରୋଲ ବାଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାଜପାର ପ୍ରାର୍ଥୀ ଭାବରେ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଉଦିତ ରାଜଙ୍କୁ ପରାସ୍ତ କରି ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

  1. ↑ "Dalits | Voices from the margins" (in ଇଂରାଜୀ). India Today. 13 July 2024. Archived from the original on 22 March 2025. Retrieved 22 March 2025.
  2. ↑ "MCD Standing Committee chairperson, deputy retain posts". Indian Express. 17 May 2011. Archived from the original on 26 January 2013. Retrieved 25 November 2011.
  3. ↑ "Meet Yogender Chandolia: North West Delhi candidate for Lok Sabha election 2024". India Today (in ଇଂରାଜୀ). 2024-05-24. Retrieved 2024-06-05.
  4. ↑ "दिल्ली की नॉर्थ वेस्ट सीट पर कांग्रेस के उदित राज की बड़ी हार, योगेंद्र चंदोलिया जीते". Republic Bharat (in ହିନ୍ଦୀ). 2024-06-04. Retrieved 2024-06-05.