Jump to content

ଷ୍ଟୋଲୋନିଫେରା

ଉଇକିପିଡ଼ିଆ‌ରୁ
(Walkeriaରୁ ଲେଉଟି ଆସିଛି)

ଷ୍ଟୋଲୋନିଫେରା
Clavularia sp.
Scientific classification
Kingdom:
Phylum:
Class:
Subclass:
Order:
Suborder:
Stolonifera

Hickson, 1883
Families

See text

ଷ୍ଟୋଲୋନିଫେରା (English: Stolonifera) ଏକ ପ୍ରବାଳ ଉପବର୍ଗ ଅଟେ । ଏହା Alcyonacea ବର୍ଗର ଅନ୍ତର୍ଗତ । ଏଲ୍‌ୱକିୟରିଅ (Alwalkeria) ଡାଇନୋସରକୁ ପୂର୍ବରୁ ୱକେରିଆ (Walkeria) ଭାବେ ନାମକରଣ କରାଯାଇଥିଲା କିନ୍ତୁ Walkeria ନାମଟି Bryozoaମାନଙ୍କୁ ଦିଆଯାଇ ସାରିଥିବାରୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ (International Code of Zoological Nomenclature) ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।

ପରିବାର

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]