Jump to content

ବିନୟ ନାଦକର୍ଣ୍ଣି

ଉଇକିପିଡ଼ିଆ‌ରୁ
(Vinay Nadkarniରୁ ଲେଉଟି ଆସିଛି)
ବିନୟ ନାଦକର୍ଣ୍ଣି
विनय नाडकर्णी
ଜନ୍ମ
ବିନୟ ବିବେକ ନାଦକର୍ଣ୍ଣି

(1962-03-20) ୨୦ ମାର୍ଚ୍ଚ ୧୯୬୨ (ବୟସ ୬୩)
ମୁମ୍ବାଇ, ଭାରତ
ବୃତ୍ତିସମୂହ
  • ବ୍ୟାଙ୍କର୍
  • ସ୍ୱର କଳାକାର
ପିତାମାତା
  • ବିବେକ ପାଣ୍ଡୁରଙ୍ଗ ନାଦକର୍ଣ୍ଣି (ବାପା)

ବିନୟ ନାଦକର୍ଣ୍ଣି (ଜନ୍ମ: ୧୯୬୨) ଜଣେ ଭାରତୀୟ ବ୍ୟାଙ୍କର୍ ଓ ସ୍ୱର କଳାକାର । ସେ ମୁଖ୍ୟତଃ ବିଦେଶୀ ଭାଷାର ଆନିମେଟେଡ୍ କଥାଚିତ୍ରର ହିନ୍ଦୀ ଡବିଂ କରନ୍ତି । ଡିଜ୍‌ନି‌ର ଆନିମେଟେଡ୍ ଚରିତ୍ର ଡୋନାଲ୍ଡ ଡକ୍ ପାଇଁ ସେ ହିନ୍ଦୀରେ ଡବିଂ କଳାକାର ଭାବରେ ଜଣାଶୁଣା ।[] ସେ ୧୯୯୨ ମସିହାରୁ ଡବିଂ କରି ଆସୁଛନ୍ତି ।[]

ଡବିଂ ଭୂମିକା

[ସମ୍ପାଦନା]

ଆନିମେଟେଡ୍ ସିରିଜ୍

[ସମ୍ପାଦନା]
ପ୍ରୋଗ୍ରାମ ଶୀର୍ଷକ ମୂଳ ସ୍ୱର ଚରିତ୍ର ଡିବିଂ ଭାଷା ମୂଳ ଭାଷା ଅଧ୍ୟାୟ ସଂଖ୍ୟା
ମିକି ମାଉସ୍ ୱାର୍କସ୍ ଟୋନି ଆନସେଲମୋ ଡୋନାଲ୍ଡ ଡକ୍ ହିନ୍ଦୀ ଇଂରାଜୀ ୨୭
ହାଉସ୍ ଅଫ୍ ମାଉସ୍ ୫୨
ମିକି ମାଉସ୍ କ୍ଲବ୍‌ହାଉସ୍ ୯୯

ଆନିମେଟେଡ୍ ଫିଲ୍ମ

[ସମ୍ପାଦନା]
କଥାଚିତ୍ର ମୂଳ ସ୍ୱର ଚରିତ୍ର ଡବିଂ ଭାଷା ମୂଳ ଭାଷା ମୂଳ ପ୍ରକାଶନ ବର୍ଷ ଡବିଂ ବର୍ଷ ମନ୍ତବ୍ୟ
ମିକି, ଡୋଲାଲ୍ଡ, ଗୁଫି: ଦି ଥ୍ରୀ ମସ୍କିଟୀର୍‌ସ୍ ଟୋନି ଆନସେଲମୋ ଡୋନାଲ୍ଡ ଡକ୍ ହିନ୍ଦୀ ଇଂରାଜୀ ୨୦୦୪ ୨୦୦୪
  1. "Mumbai Events & Activities". ASIFA India. Archived from the original on 2012-01-20. Retrieved 2012-08-20.
  2. "Why is this Mumbai banker being greeted on Donald Duck's birthday? - Mumbai - DNA". Dnaindia.com. Retrieved 2012-08-20.