Jump to content

ଭେଙ୍କଟ ରଙ୍ଗନାଥନ

ଉଇକିପିଡ଼ିଆ‌ରୁ
(Venkatesh Ranganathanରୁ ଲେଉଟି ଆସିଛି)
ଭେଙ୍କଟ ରଙ୍ଗନାଥନ
ଜନ୍ମ (1986-05-12) ୧୨ ମଇ ୧୯୮୬ (ବୟସ ୩୯)
ଜାତୀୟତାଭାରତ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀଅଜନ୍ତା
ସନ୍ତାନତେଜସ୍ୱିନୀ

ଭେଙ୍କଟ ରଙ୍ଗନାଥନ (ଜନ୍ମ: ୧୨ ମଇ ୧୯୮୬) ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ତାମିଲ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ପାଣ୍ଡିଆନ ଷ୍ଟୋର୍‌ସ୍‌ରେ ତାଙ୍କ ଅଭିନୀତ ଭୂମିକା ଜୀବା ପାଇଁ ସେ ଜଣାଶୁଣା ।[][] ସେ ଅଜନ୍ତାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଜଣେ ଝିଅ ଅଛନ୍ତି ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ୍
୨୦୦୭ କାନା କାନୁମ କାଲାଙ୍ଗାଲ ବିଜୟ ଟିଭି
୨୦୧୨ ଆନ ପାବମ ସନ୍ ଟିଭି
୨୦୧୨–୨୦୧୩ ମାୟା ଜୟା ଟିଭି
୨୦୧୩–୨୦୧୪ ପୁଗୁନ୍ତା ଭୀଡ଼ୁ ଜୀ ତାମିଲ
୨୦୧୩–୨୦୧୭ ଦୈବମ ଥଣ୍ଡା ଭୀଡ଼ୁ ରବିକୁମାର ବିଜୟ ଟିଭି
୨୦୧୩–୨୦୧୪ ଅଗ୍ନି ପରବାଇ ପୁଟୁୟୁଗମ ଟିଭି
୨୦୧୬–୨୦୧୭ ମେଲ୍ଲା ତ୍ରିରାନ୍ଧାତୁ କଡାବୁ ସନ୍ତୋଷ ଜୀ ତାମିଲ
୨୦୧୭–୨୦୧୮ ନିନୈକା ତେରିନ୍ତା ମନମାଇ ରବି ଷ୍ଟାର ବିଜୟ
୨୦୧୮ ଜୋଡ଼ି ନମ୍ବର ୱାନ ସିଜିନ ୧୦ ପ୍ରତିଯୋଗୀ
୨୦୧୮–୨୦୨୩ ପାଣ୍ଡିଆନ ଷ୍ଟୋର୍‌ସ୍[] ଜୀବା
୨୦୧୮–୨୦୨୧ ରୋଜା ଅଶ୍ୱିନୀ ସନ୍ ଟିଭି
୨୦୨୦ ଭାରତୀ କନ୍ନାମ୍ମା ଜୀବା (ସ୍ୱତନ୍ତ୍ର ଭୂମିକା) ଷ୍ଟାର ବିଜୟ
୨୦୨୧–୨୦୨୨ ବାକିୟାଲକ୍ଷ୍ମୀ
୨୦୨୧ ଥମିଜୁମ ସରସ୍ୱତୀୟମ[]
୨୦୨୨ ରାଜୁ ଭୂଲତା ପାର୍ଟି ଅତିଥି
ସୁପର ଡାଡି ପ୍ରତିଯୋଗୀ
୨୦୨୩–୨୦୨୪ କିଜାକ୍କୁ ବାସଲ[] ଶନମୁଗାନ
୨୦୨୪–ଏବେଯାଏଁ ପାଣ୍ଡିଆନ ଷ୍ଟୋର ୨ ସେନ୍ତିଲନାଥନ ପାଣ୍ଡିଆନ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ କୁତ୍ତ୍ରମ ୨୩
୨୦୧୮ ସେଇ
୨୦୧୯ ତିରୁମନମ ଭେଙ୍କଟ
୨୦୨୪ ତିରୁ.ମାନିକମ୍ ନିଜେ ଅତିଥି କଳାକାର

ପୁରସ୍କାର

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ ସିରିଜ୍ ଫଳାଫଳ ମନ୍ତବ୍ୟ
୨୦୨୧ ୬ଷ୍ଠ ବାର୍ଷିକ ବିଜୟ ଟେଲିଭିଜନ ପୁରସ୍କାର ଶ୍ରେଷ୍ଠ ସହକାରୀ କଳାକାର ପାଣ୍ଡିଆନ ଷ୍ଟୋର୍‌ସ୍ ବିଜୟୀ
୨୦୨୩ ୮ମ ବାର୍ଷିକ ବିଜୟ ଟେଲିଭିଜନ ପୁରସ୍କାର ଶ୍ରେଷ୍ଠ ଅଭିନେତା ବିଜୟୀ
  1. "Pandian Stores fame Venkat Ranganathan gets a surprise on his birthday; see pics - Times of India". The Times of India (in ଇଂରାଜୀ). 13 May 2019. Retrieved 2021-04-21.
  2. ୨.୦ ୨.୧ "TV show Pandian Stores crosses 100 episodes, Venkat Renganathan thanks everyone for their support - Times of India". The Times of India (in ଇଂରାଜୀ). 19 February 2019. Retrieved 2021-04-21.
  3. "Venkat-Renganathan Personalized Video Wish". vazhthu.com. Archived from the original on 2021-04-21. Retrieved 2021-04-21.
  4. "Pandian Stores - Thamizhum Saraswathiyum Mega Sangamam". Youtube. 15 November 2021. Retrieved 15 November 2021.
  5. "Pandian Stores fame Venkat Ranganathan to play the titular role in upcoming show 'Kizhakku Vasal'". The Times of India. 2023-04-22. ISSN 0971-8257. Retrieved 2023-06-18.

ବାହାର ଲିଙ୍କ୍

[ସମ୍ପାଦନା]