ଉତ୍ତମ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
(Uttam Kumar Pradhanରୁ ଲେଉଟି ଆସିଛି)
ଉତ୍ତମ କୁମାର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନକଳାହାଣ୍ଡି ଜିଲ୍ଲା[୧]
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮

ଉତ୍ତମ କୁମାର ପ୍ରଧାନ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୧୯୮୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ନଚିକେତାର ହାତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ବେଳାଭୂମିରେ ବାନପ୍ରସ୍ଥ
  • କଳାହାଣ୍ଡିରେ କଥାକାର
  • ଶୂନ୍ୟପୋଥିର କାହାଣୀ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶାରଳା ପୁରସ୍କାର - ୨୦୦୨[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ନଚିକେତାର ହାତ ପାଇଁ)

ଆଧାର[ସମ୍ପାଦନା]

  1. Sailen Routray (16 October 2017). Everyday State and Politics in India: Government in the Backyard in Kalahandi. Taylor & Francis. pp. 41–. ISBN 978-1-351-69210-6.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
  3. opac.nationallibrary.gov.in http://opac.nationallibrary.gov.in/cgi-bin/gw/chameleon?sessionid=2018122418181824962&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&search=SCAN&function=INITREQ&sourcescreen=INITREQ&pos=1&rootsearch=3&elementcount=1&u1=4&t1=%E0%AC%AC%E0%AD%87%E0%AC%B3%E0%AC%BE%E0%AC%AD%E0%AD%82%E0%AC%AE%E0%AC%BF%E0%AC%B0%E0%AD%87%20%E0%AC%AC%E0%AC%BE%E0%AC%A8%E0%AC%AA%E0%AD%8D%E0%AC%B0%E0%AC%B8%E0%AD%8D%E0%AC%A5%20%2f%20%E0%AC%89%E0%AC%A4%E0%AD%8D%E0%AC%A4%E0%AC%AE%20%E0%AC%95%E0%AD%81%E0%AC%AE%E0%AC%BE%E0%AC%B0%20%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8&beginsrch=1. Retrieved 24 December 2018. {{cite web}}: Missing or empty |title= (help)
  4. "Sarala Award announced". imfa.in. Retrieved 24 December 2018.[permanent dead link]