Jump to content

ଉଗ୍ର ତାରା ମନ୍ଦିର

ଉଇକିପିଡ଼ିଆ‌ରୁ
(Ugro Tara Templeରୁ ଲେଉଟି ଆସିଛି)
Sri Sri Ugratara Devalaya

ଗୁଆହାଟୀର ଲାତସିଲ ଅଞ୍ଚଳରେ ରହିଛି ଉଗ୍ରତାରା ମନ୍ଦିର ıମନ୍ଦିରଟି ତାରାଦେବୀଙ୍କୁ ସମର୍ପିତ ı ଏକ ସ୍ଥାନିୟ କିମ୍ବଦନ୍ତୀ ଅନୁଯାୟୀ ସତୀଙ୍କ ନାଭିଦେଶ ସେଠାରେ ପଡ଼ିଥିଲା ıତେଣୁ ଅହମିୟମାନେ ସେଇଟିକୁ ଏକ ଶକ୍ତିପିଠ ଭାବେ ଗ୍ରହଣ କରିଛନ୍ତି ıତାରା ମୂଳତଃ ବୈଦ୍ଧଧର୍ମ ସହ ସମ୍ପର୍କିତ ଦେବୀ ı ଅହମୀୟଙ୍କ ପାଇଁ ସେ ତିକ୍ଷଣ କାନ୍ତା ବା ଉଗ୍ରତାର ବା ଏକ ଜାତ ı

ଉଗ୍ରତାରା ଏକଦା ବୈଦ୍ଧମନ୍ଦିରଥିବା ବିଶ୍ୱାସ କରାଯାଏ ıପ୍ରାଚୀନ ମନ୍ଦିରଟି ଆଉ ନାହିଁ ıସେହି ସ୍ଥାନରେ ୧୭୨୫ ଖ୍ରୀଷ୍ଟାବ୍ଦରେ ରାଜା ଶିବ ସିଂହ ନୂଆ ମନ୍ଦିର ଗଢାଇ ଥିଲେ ıପ୍ରଥମେ ରାଜାଙ୍କ ନିର୍ଦ୍ଦେଶରେ ଜୋରପୂଖରୀ ନାମକ ପୁଷ୍କରଣୀ ଖୋଳାଯାଇଥିଲା ıତାହା ପରେ ମନ୍ଦିର ıମନ୍ଦିର ସମ୍ପର୍କରେ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଲା,ଗର୍ଭଗୃହରେ କୈଣସି ଦେବୀପ୍ରତିମା ପୂଜା ପାଉନାହାନ୍ତି ıଗର୍ଭଗୃହରେ ଥିବା ଏକ ପାଣିକୁଣ୍ଡକୁ ପୂଜା କରାଯାଏ ı