Jump to content

ତ୍ରିପୁରା ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
(Tripura High Courtରୁ ଲେଉଟି ଆସିଛି)
ତ୍ରିପୁରା ଉଚ୍ଚ ନ୍ୟାୟାଳୟ
ସ୍ଥାପିତ23 ମାର୍ଚ୍ଚ 2013; 12 years ago (2013-୦୩-23)
ସ୍ଥାନAgartala, Tripura
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳMandatory retirement by age of 62
ସଦସ୍ଯତା ସଂଖ୍ଯା4
Websitethc.nic.in
Chief Justice
ବର୍ତ୍ତମାନAparesh Kumar Singh
ନିଯୁକ୍ତି ଦିନ13 April 2023

ତ୍ରିପୁରା ଉଚ୍ଚ ନ୍ୟାୟାଳୟ ହେଉଛି ତ୍ରିପୁରା ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ । ଏହା ୨୩ ମାର୍ଚ୍ଚ ୨୦୧୩ ରେ ଭାରତୀୟ ସଂବିଧାନ ଏବଂ ଉତ୍ତର-ପୂର୍ବ ଅଞ୍ଚଳ (ପୁନଃସଂଗଠନ) ଆଇନ, ୧୯୭୧ ରେ ଉପଯୁକ୍ତ ସଂଶୋଧନ ପୂର୍ବକ ସ୍ଥାପିତ ହୋଇଥିଲା । ଏହି ଉଚ୍ଚ ନ୍ୟାୟାଳୟ ତ୍ରିପୁରାର ରାଜଧାନୀ ଅଗରତଳାରେ ଅବସ୍ଥିତ । ଏହାର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ନ୍ୟାୟମୂର୍ତ୍ତି ଦୀପକ ଗୁପ୍ତା (୨୩ ମାର୍ଚ୍ଚ ୨୦୧୩ ରୁ ୧୬ ମଇ ୨୦୧୬ ପର୍ଯ୍ୟନ୍ତ) ।[]

ପୂର୍ବରୁ ତ୍ରିପୁରା ସହିତ ଉତ୍ତର-ପୂର୍ବ ଭାରତର ଅନ୍ୟ ଛଅଟି ରାଜ୍ୟ ଗୁଆହାଟି ଉଚ୍ଚ ନ୍ୟାୟାଳୟର ଅଧୀନରେ ଥିଲା । ୧୯୯୨ ମସିହାରେ ଗୁଆହାଟି ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ବେଞ୍ଚ ଅଗରତଳାରେ ସ୍ଥାପିତ ହୋଇଥିଲା, ଯାହା ତ୍ରିପୁରା ରାଜ୍ୟର ଆଞ୍ଚଳିକ ଅଧିକାରକ୍ଷେତ୍ର ଭିତରେ ରହିଥିଲା ।

ବର୍ତ୍ତମାନ ମୁଖ୍ୟ ବିଚାରପତି ହେଲେ ଅପରେଶ କୁମାର ସିଂହ । ସେ ୧୩ ଏପ୍ରିଲ ୨୦୨୩ ରେ ଶପଥ ଗ୍ରହଣ କରିଥିଲେ ।

  1. "Welcome to High Court of Tripura". thc.nic.in. Retrieved 2025-06-06.