Jump to content

ଟ୍ରିପଟୋରେଲିନ

ଉଇକିପିଡ଼ିଆ‌ରୁ
(Triptorelinରୁ ଲେଉଟି ଆସିଛି)
ଟ୍ରିପଟୋରେଲିନ
Clinical data
Trade namesDecapeptyl, Gonapeptyl, Triptodur, others
AHFS/Drugs.commonograph
Pregnancy
category
  • X
Routes of
administration
IM
Legal status
Legal status
  • ℞ (Prescription only)
Pharmacokinetic data
ExcretionKidney
Identifiers
  • 5-oxo-D-prolyl-L-histidyl-Ltryptophyl-L-seryl-Ltyrosyl-3-(1H-indol-2-yl)-L-alanylleucyl-L-arginyl-L-prolylglycinamide
ECHA InfoCard100.165.044 Edit this at Wikidata
Chemical and physical data
FormulaC64H82N18O13
Molar mass୧,୩୧୧.୪୭ g·mol−1
3D model (JSmol)
  • CC(C)C[C@@H](C(=O)N[C@@H](CCCNC(=N)N)C(=O)N1CCC[C@H]1C(=O)NCC(=O)N)NC(=O)[C@@H](Cc2c[nH]c3c2cccc3)NC(=O)[C@H](Cc4ccc(cc4)O)NC(=O)[C@H](CO)NC(=O)[C@H](Cc5c[nH]c6c5cccc6)NC(=O)[C@H](Cc7cnc[nH]7)NC(=O)[C@@H]8CCC(=O)N8
  • InChI=1S/C64H82N18O13/c1-34(2)23-46(56(88)75-45(13-7-21-69-64(66)67)63(95)82-22-8-14-52(82)62(94)72-31-53(65)85)76-58(90)48(25-36-28-70-42-11-5-3-9-40(36)42)78-57(89)47(24-35-15-17-39(84)18-16-35)77-61(93)51(32-83)81-59(91)49(26-37-29-71-43-12-6-4-10-41(37)43)79-60(92)50(27-38-30-68-33-73-38)80-55(87)44-19-20-54(86)74-44/h3-6,9-12,15-18,28-30,33-34,44-52,70-71,83-84H,7-8,13-14,19-27,31-32H2,1-2H3,(H2,65,85)(H,68,73)(H,72,94)(H,74,86)(H,75,88)(H,76,90)(H,77,93)(H,78,89)(H,79,92)(H,80,87)(H,81,91)(H4,66,67,69)/t44-,45-,46-,47-,48+,49-,50-,51-,52-/m0/s1 ☒N
  • Key:VXKHXGOKWPXYNA-PGBVPBMZSA-N ☒N
  (verify)

ଟ୍ରିପଟୋରେଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିସପେପ୍ଟାଇଲ, ହେଉଛି ଏକ ଔଷଧ ଯାହା ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ପ୍ରୋସ୍ଟେଟ କର୍କଟ, ଅବଧି ପୂର୍ବ ଯୌବନାବସ୍ଥା ଏବଂ ଗୁରୁତର ଯୌନ ବିଘ୍ନ ସହିତ ପୁରୁଷ ଅତ୍ୟଧିକ ଯୌନ ଆକାଂଖ୍ୟା ପାଇଁ ବ୍ୟବହୃତ ହୁଏ ।[] [] ଲିଙ୍ଗ ଡିସଫୋରିଆ ରୋଗୀଙ୍କ କ୍ଷେତ୍ରରେ ଏହା ଯୌବନାବସ୍ଥାକୁ ବିଳମ୍ବ କରିବାରେ ବ୍ୟବହୃତ ହୋଇଛି ।[] ଏହା ମାଂସପେଶୀରେ ଇଞ୍ଜେକ୍ସନ ଅକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲସ, ଯୌନ ଅସୁବିଧା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋଲେକ୍ସି, ବିରକ୍ତିକରତା, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ। [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଗୋନାଡୋଟ୍ରୋପିନ୍-ରିଲିଜିଙ୍ଗ ହରମୋନ ଯାହା ଆଣ୍ଡ୍ରୋଜେନ୍ ଏବଂ ଇଷ୍ଟ୍ରୋଜେନ୍ ଉତ୍ପାଦନକୁ ହ୍ରାସ କରିଥାଏ ।[]

୧୯୭୫ ମସିହାରେ ଟ୍ରିପଟୋରେଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ୩.୭୫ ମିଗ୍ରା ଔଷଧର ମୂଲ୍ୟ ୮୨ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୬୦ ଡଲାର ଅଟେ ।[]

  1. 1 2 3 4 5 "Triptorelin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 20 September 2021.
  2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 781. ISBN 978-0-85711-369-6.{{cite book}}: CS1 maint: date format (link)
  3. Barnes, Hannah; Cohen, Deborah (2019-09-20). "Gender dysphoria in children: puberty blockers study draws further criticism". BMJ (in ଇଂରାଜୀ). 366: l5647. doi:10.1136/bmj.l5647. ISSN 0959-8138. PMID 31540909. Archived from the original on 2021-06-16. Retrieved 2021-07-14.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 514. ISBN 9783527607495. Archived from the original on 2021-06-20. Retrieved 2021-07-14.
  5. "Trelstar Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 20 September 2021.