ଠାକୁରଦ୍ୱାର

ଉଇକିପିଡ଼ିଆ‌ରୁ
(Thakurdwaraରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Thakurdwara
Town
Country India
StateUttar Pradesh
DistrictMoradabad
Government
 • MLANawab Jaan Khan
Elevation
281 m (922 ft)
Population
 (2011)[୧]
 • Total୪୪,୨୫୫
Languages
 • OfficialHindi
Time zoneUTC+5:30 (IST)
PIN
244 601
Telephone code0591
ଯାନବାହାନ ପଞ୍ଚୀକରଣUK 06,UP 21,UK 04,


ଠାକୁରଦ୍ୱାର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଠାକୁରଦ୍ୱାର ୨୯.୧୯୨୦ ଉତ୍ତର ଅକ୍ଷାଂଶ ଓ ୭୮.୮୬୧୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଠାକୁରଦ୍ୱାର ସହରର ମୋଟ ଜନସଂଖ୍ୟା ୩୫୨୭୯ ଅଟେ ।[୩] ସେଥି ମଧ୍ୟରୁ ୫୨.୮୮% ଜଣ ପରୁଷ ହୋଇଥିବା ବେଳେ ୪୭.୧୨% ଜଣ ନାରୀ ଅଟନ୍ତି । ଠାକୁରଦ୍ୱାରର ସାକ୍ଷରତା ହାର ୪୯.୯୧% ଅଟେ । ଏହା ଜାତୀୟ ହାରଠାରୁ ୧୪.୯୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୭୩% ପ୍ରତିଶତ ପୁରୁଷ ଓ ୧୯.୧୮% ନାରୀ ଅଟନ୍ତି । ୧୯.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ଠାକୁରଦ୍ୱାରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India: Search Details". Censusindia.gov.in. Retrieved 2014-06-29.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]