ପ୍ରଯୁକ୍ତି ବିଦ୍ୟା

ଉଇକିପିଡ଼ିଆ‌ରୁ
(Technologyରୁ ଲେଉଟି ଆସିଛି)
ବିଂଶ ଶତାବ୍ଦୀ ମଧ୍ୟ ଭାଗ ସୁଦ୍ଧା ମଣିଷ ନିଜ ବାୟୁମଣ୍ଡଳ ଛାଡି ମହାକାଶକୁ ଯିବାର କୌଶଳ ଶିଖିଯାଇଥିଲା

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ୱୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ"[୧]ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞାନ ଆହରଣକୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ସଂଜ୍ଞା ପ୍ରକରଣ ଓ ବ୍ୟବହାର[ସମ୍ପାଦନା]

ବିଜ୍ଞାନ, ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା[ସମ୍ପାଦନା]

ଇତିହାସ[ସମ୍ପାଦନା]

ପ୍ରଯୁକ୍ତି ବିଦ୍ୟା ଓ ଦର୍ଶନ[ସମ୍ପାଦନା]

ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Liddell, Henry George and Robert Scott (1980). A Greek-English Lexicon (Abridged Edition). United Kingdom: Oxford University Press. ISBN 0-19-910207-4.

ଅଧିକ ପଢନ୍ତୁ[ସମ୍ପାଦନା]