Jump to content

ତାମିଲ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
(Tamil Wikipediaରୁ ଲେଉଟି ଆସିଛି)
Favicon of Wikipedia ତାମିଲ ଉଇକିପିଡ଼ିଆ
Wikipedia-logo-v2-ta.svg
Screenshot
Tamil Wikipedia main page screenshot 15.12.2013.png
The homepage of the Tamil Wikipedia (December 2013)
ୟୁ.ଆର.ଏଲta.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରନେଟ ଏନ୍‌ସାଇକ୍ଲୋପିଡ଼ିଆ
ରେଜେଷ୍ଟ୍ରିକରଣOpen read access.
No registration needed for general editing, but necessary for certain tasks including
  • • protected page edit 
  • • page creation 
  • • file upload 
ମିଳୁଥିବା ଭାଷାତାମିଲ
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଇକିମିଡିଆ ଫାଉଣ୍ଡେସନ

ତାମିଲ ଉଇକିପିଡ଼ିଆ (Tamil: தமிழ் விக்கிப்பீடியா) ଉଇକିପିଡ଼ିଆର ତାମିଲ ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୩ ମସିହାର ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା ।[] ମଇ ୨୦୧୭ରେ, ଏଥିରେ ୧ ଲକ୍ଷ ପ୍ରସଙ୍ଗ ଗଢ଼ାଯାଇଥିଲା[] ଏବଂ ୨୦୨୨ ମସିହା ସୁଦ୍ଧା, ଦେଢ଼ ଲକ୍ଷରୁ ଅଧିକ ପ୍ରସଙ୍ଗ ଗଢ଼ାଯାଇଥିଲା ।[]

ବ୍ୟବହାରକାରୀ ଓ ସମ୍ପାଦକ ସଂଖ୍ୟା

[ସମ୍ପାଦନା]
ତାମିଲ ଉଇକିପିଡ଼ିଆ ପରିସଂଖ୍ୟାନ
ବ୍ୟବହାରକାରୀ ଆକାଉଣ୍ଟ ପ୍ରସଙ୍ଗ ସଂଖ୍ୟା ଫାଇଲ୍ ସଂଖ୍ୟା ପରିଚାଳକ ସଂଖ୍ୟା
୨୫୨୭୭୨ ୧୮୦୦୨୭ ୯୫୯୪ ୩୨
  1. Frederick, Prince (May 21, 2009). "The Tamil Wiki…six years on". The Hindu. Chennai, India. Archived from the original on May 28, 2009. Retrieved May 26, 2009.
  2. of Wikipedias
  3. stats:EN/TablesWikipediaTA.htm

ବାହାର ଲିଙ୍କ୍

[ସମ୍ପାଦନା]