Jump to content

ସ୍ୱାତି ନନ୍ଦ

ଉଇକିପିଡ଼ିଆ‌ରୁ
(Swati Nandaରୁ ଲେଉଟି ଆସିଛି)


ସ୍ୱାତି ନନ୍ଦ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍। ସେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ।[] ୨୦୧୪ ମସିହାରେ, ସେ ଟପ୍ ମଡେଲ୍ ଓ ଦି ୱାଲ୍‌ଡ୍ ପେଜେଣ୍ଟର ବିଜୟିନୀ ହୋଇଥିଲେ ।[][] ସେ ଡୋଲି ଅର୍‌ମାନୋ କିରେ ସନାୟା ସେଠ (ଉର୍ମିର ସାଙ୍ଗ) ଭୂମିକାରେ ଅଭିନୟ କରିଥିଲେ । ସେ ବିଭିନ୍ନ ଟିଭି ବିଜ୍ଞାପନ, ର‍୍ୟାମ୍ପ ଶୋ, ଟିଭି ଶୋ, ମ୍ୟୁଜିକ ଭିଡିଓ ଆଦିରେ କାମ କରିଛନ୍ତି ।

  1. "Meet Swati Nanda, the leggy lass of Doli Armaanon Ki". Retrieved January 4, 2018.
  2. "Swati Nanda - Top Model of India 2014". 10 September 2014. Retrieved January 4, 2018.
  3. "Few moments with TGPC People's Choice Winner: Swati Nanda". 15 March 2014. Retrieved January 4, 2018.