ସ୍ୱାମୀ ବ୍ରହ୍ମାନନ୍ଦ
ଦେଖଣା
(Swami Brahmanandaରୁ ଲେଉଟି ଆସିଛି)
ସ୍ୱାମୀ ବ୍ରହ୍ମାନନ୍ଦ | |
---|---|
ଜନ୍ମ ତାରିଖ |
| ୨୧ ଜାନୁଆରୀ ୧୮୬୩
ଜନ୍ମସ୍ଥାନ | ଶିକରା ,ବସିରହାଟ,ପଶ୍ଚିମ ବଙ୍ଗ |
ଜନ୍ମ ନାମ | ରାଖଲ ଚନ୍ଦ୍ର ଘୋଷ |
ତିରୋଧାନ | ୧୦ ଅପ୍ରେଲ ୧୯୨୨ | (ବୟସ ୫୯)
ତିରୋଧାନ ସ୍ଥାନ | କଲିକତା |
ବାଣୀ | ସସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତାକୁ ୟଦି ପାଣିରେ ଢାଳି ଦେବ , ତା ହେଲେ ଦୁଧ ଓ ପାଣି ମିଶିଜିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସସାର -ପାଣିରେ ରଖିଲେ ତାହା ମିଶିବ ନାହି, ଭାସି ଉଠିବ। |
ରାମକୃଷ୍ଣ ପରମହଂସଙ୍କ ମାନସ ପୁତ୍ର ସ୍ୱାମୀ ବ୍ରହ୍ମାନନ୍ଦ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପ୍ରଥମ ସଭାପତି ଥିଲେ । ତାଙ୍କ ଜନ୍ମ ବସିରହାଟ ମହକୁମା ଅନ୍ତର୍ଗତ ଶିକରା ନାମକ ଗ୍ରାମରେ ଏକ ଧନୀ ପରିବାରରେ ହୋଇଥିଲା । କଲେଜ ଜୀବନରେ ସେ ବିବେକାନନ୍ଦଙ୍କ ସାଥୀ ଥିଲେ। ୧୮୮୭ରେ ବରାହନଗର ମଠରେ ସନ୍ୟାସ ଗ୍ରହଣ କରିବା ପରେ ସେ ସ୍ୱାମୀ ବ୍ରହ୍ମାନନ୍ଦ ନାମରେ ପରିଚିତ ହେଲେ ।୧୮୯୭ରେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା ହେବ ପରେ ସେ ଏହାର କଲିକତା ଶାଖାର ସଭାପତି ହେଲେ । ଏହାର କିଛି ଦିନ ପରେ ସ୍ୱାମୀ ବିବେକାନନ୍ଦ ତାଙ୍କୁ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପ୍ରଥମ ସଭାପତି ପଦରେ ଅଧିଷ୍ଠିତ କରିଥିଲେ । ସେଭୁବନେଶ୍ୱରଠାରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ।