Jump to content

ସୁସାନ ଜର୍ଜ

ଉଇକିପିଡ଼ିଆ‌ରୁ
(Suzane Georgeରୁ ଲେଉଟି ଆସିଛି)
ସୁସାନ ଜର୍ଜ
ଜନ୍ମ
ସୁସାନ ଜର୍ଜ ମାଟ୍ଟାନ

(1987-07-28) ୨୮ ଜୁଲାଇ ୧୯୮୭ (ବୟସ ୩୮)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ

ସୁସାନ ଜର୍ଜ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[][] ସେ ଜୟା ଟିଭିରେ ଜଣେ ଭିଡିଓ ଜକି ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଥଗବାଲ ଡଟ୍ କମ୍ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଖାକ୍କି । ସେ ବିଭିନ୍ନ ତେଲୁଗୁ କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।

ଅଭିନୟ ଜୀବନ

[ସମ୍ପାଦନା]

କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୨୦୦୮ଅରସଙ୍ଗମଇନ୍ସୁରାନ୍ସ ସେଲ୍ସ ଏଜେଣ୍ଟ
୨୦୧୦ମଇନାସୁଧା ଭାସ୍କର
ଅର୍ଜୁନା କଢାଲିମୁକ୍ତିଲାଭ କରିନଥିବା କଥାଚିତ୍ର
୨୦୧୧ନର୍ଥଗୀ
୨୦୧୩ରା ରାପୁଷ୍ପା
ଡେସିଙ୍ଗୁ ରାଜା
ପେଚିୟାକ୍କା ମରୁମଗାନ
୨୦୧୪ଦେବଦାସ ଷ୍ଟାଇଲ୍ ମଚାଡ଼ୁତେଲୁଗୁ କଥାଚିତ୍ର
ନାନ୍‌ବେନ୍ଦାରମ୍ୟାଙ୍କ ହଷ୍ଟେଲ୍ ସାଥୀ
୨୦୧୮ଥୋଡ୍ରାପୌନରାଜଙ୍କ ପତ୍ନୀ
ରତ୍ସାସନଏସିପି ଲକ୍ଷ୍ମୀ
୨୦୧୯ରାକ୍ଷସୁଡ଼ୁତେଲୁଗୁ କଥାଚିତ୍ର
ଜ୍ୟାକ୍‌ପଟ୍ଜେଲ୍ ୱାଡେନ୍
୨୦୨୧ଆନନ୍ଦମ୍ ବିଲାୟାଦୁମ ବୀଡ଼ୁବିରାମ
୨୦୨୩ଏରୁମ୍ବୁକମଲମ୍
୨୦୨୫ପୂର୍ବୀଗମ୍

ଟେଲିଭିଜନ

[ସମ୍ପାଦନା]
ବର୍ଷଧାରାବାହିକଭୂମିକାଚ୍ୟାନେଲ୍
୨୦୦୯ସୁଜିୟାମ୍ଷ୍ଟାର୍ ବିଜୟ
୨୦୦୯–୨୦୧୦ରୋଜା କୂଟମ୍
୨୦୦୯–୨୦୧୩ତେନ୍ଦ୍ରାଲକଲ୍ୟାଣୀସନ୍ ଟିଭି
୨୦୧୧–୨୦୧୨ଅତିପୂକାଲ
୨୦୧୨-୨୦୧୩ତିୟାଗମ୍ସୁଗନ୍ତି
୨୦୧୨-୨୦୧୩ସରବଣନ୍ ମୀନାତ୍‌ଚୀମ୍ୟାଗିଷ୍ଟାର୍ ବିଜୟ
୨୦୧୩୬୦ ନୋଡ଼ି! ଆର୍ ୟୁ ରେଡ୍ଡି?ନିଜେ
୨୦୧୩-୨୦୧୪ଅଫିସ୍ସୁଶାନ
୨୦୧୫–୨୦୧୬୭ଆମ୍ ଉୟିର୍ବେନ୍ଦାର ଟିଭି
ଅନ୍ଦାଲ ଅଜଗର / ପାଗଲ୍ ନିଲାବୁମଲାର୍ବିଜିଷ୍ଟାର୍ ବିଜୟ
୨୦୧୬–୨୦୧୮ସରବଣନ୍ ମୀନାତ୍‌ଚୀରାଧିକା
୨୦୧୬-୨୦୧୭କାକ୍କା କାକ୍କାରାଜ୍ ଟିଭି
  1. "I almost got lynched: Susan". Times of India. 14 January 2014. Retrieved 24 November 2017.
  2. "Susan teams up with Amala again after Mynaa". Anupama Subramanian. Deccan Chronicle. 13 December 2016. Retrieved 24 November 2017.

ବାହାର ଲିଙ୍କ୍

[ସମ୍ପାଦନା]