Jump to content

ସୁଭୋରେକ୍ସାଣ୍ଟ

ଉଇକିପିଡ଼ିଆ‌ରୁ
(Suvorexantରୁ ଲେଉଟି ଆସିଛି)
ସୁଭୋରେକ୍ସାଣ୍ଟ
Clinical data
Trade namesBelsomra
SynonymsMK-4305
AHFS/Drugs.commonograph
MedlinePlusa614046
data
Pregnancy
category
  • US: C (Risk not ruled out) []
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: IV
    Pharmacokinetic data
    Bioavailability82% (at 10 mg)
    Protein binding>99%
    Metabolismhepatic, CYP3A, CYP2C19
    Elimination half-life~12 hours
    ExcretionFeces (66%), urine (23%)
    Identifiers
    • [(7R)-4-(5-chloro-1,3-benzoxazol-2-yl)-7-methyl-1,4-diazepan-1-yl][5-methyl-2-(2H-1,2,3-triazol-2-yl)phenyl]methanone
    ECHA InfoCard100.210.546 Edit this at Wikidata
    Chemical and physical data
    FormulaC23H23ClN6O2
    Molar mass୪୫୦.୯୩ g·mol−1
    3D model (JSmol)
    • C[C@@H]1CCN(CCN1C(=O)C2=C(C=CC(=C2)C)N3N=CC=N3)C4=NC5=C(O4)C=CC(=C5)Cl
    • InChI=1S/C23H23ClN6O2/c1-15-3-5-20(30-25-8-9-26-30)18(13-15)22(31)29-12-11-28(10-7-16(29)2)23-27-19-14-17(24)4-6-21(19)32-23/h3-6,8-9,13-14,16H,7,10-12H2,1-2H3/t16-/m1/s1 ☒N
    • Key:JYTNQNCOQXFQPK-MRXNPFEDSA-N ☒N
      (verify)

    ସୁଭୋରେକ୍ସାଣ୍ଟ, ଏକ ବେପାର ନାମ ବେଲଭୋମ୍ରା, ହେଉଛି ଏକ ଔଷଧ ଯାହା ନିଦ୍ରାହୀନତା, ଶୟନ କରିବାକୁ ସମସ୍ୟା ଓ ଶୋଇରହିବା ଅସୁବିଧା ନିମନ୍ତେ ଚିକିତ୍ସା କରିବାରେ ବ୍ୟବହୃତ ହୁଏ ।[] ଏହା ଅତି କମରେ ଏକ ବର୍ଷ ପାଇଁ ପ୍ରଭାବଶାଳୀ ହୋଇପାରେ ।[] ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, ଅସାଧାରଣ ସ୍ୱପ୍ନ, କାଶ ଏବଂ ଶୁଖିଲା ପାଟି ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ନିଦ୍ରା ପକ୍ଷାଘାତ, ଆତ୍ମହତ୍ୟା, ଚିନ୍ତା ଏବଂ କମ୍ ଗାଡି ଚଳାଇବା କ୍ଷମତା ହୋଇପାରେ।[] ଗର୍ଭଧାରଣ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଡୁଆଲ୍ ଓରେକ୍ସିନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ (DORA) ଔଷଧ ।[]

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର,[] ଏବଂ ୨୦୧୮ ମସିହାରେ କାନାଡାରେ ଚିକିତ୍ସା ବ୍ୟବହାର ପାଇଁ ସୁଭୋରେକ୍ସାଣ୍ଟ ଅନୁମୋଦିତ ହୋଇଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୮୦ ଡଲାର ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[]

    1. "Suvorexant (Belsomra) Use During Pregnancy". Drugs.com. 9 September 2019. Archived from the original on 24 January 2021. Retrieved 30 January 2020.
    2. 1 2 3 4 5 6 7 "Suvorexant Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2016. Retrieved 15 October 2021.
    3. "Suvorexant (Belsomra) Use During Pregnancy". Drugs.com (in ଇଂରାଜୀ). Archived from the original on 24 January 2021. Retrieved 15 October 2021.
    4. "Regulatory Decision Summary - Belsomra - Health Canada". hpr-rps.hres.ca. Government of Canada. Archived from the original on 6 July 2020. Retrieved 6 February 2020.
    5. "Suvorexant Prices, Coupons & Savings Tips - GoodRx". GoodRx. Retrieved 15 October 2021.
    6. "Rules - 2014 - Final Rule: Placement of Suvorexant into Schedule IV". www.deadiversion.usdoj.gov. Archived from the original on 2016-04-17. Retrieved 2016-04-03.