ସୁରଜିତ କୌର ବରନାଲ
ଦେଖଣା
(Surjit Kaur Barnalaରୁ ଲେଉଟି ଆସିଛି)
ସୁରଜିତ କୌର ବରନାଲ | |
|---|---|
| ରାଜନୈତିକ ଦଳ | ଶିରୋମଣି ଅକାଳି ଦଳ(ଲୋଙ୍ଗୋୱାଲ) |
| ବୈବାହିକ-ସାଥୀ | ସୁରଜିତ ସିଂହ ବରନାଲ |
ସୁରଜିତ କୌର ବରନାଲ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ପଞ୍ଜାବ, ଭାରତର ଜଣେ ଶିଖ ରାଜନୀତିଜ୍ଞ, ଯିଏକି ଶିରୋମଣି ଅକାଳୀ ଦଳ (ଲୋଙ୍ଗୋୱାଲ)ର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।[୧] ତାଙ୍କ ପତି ସୁରଜିତ ସିଂହ ବରନାଲ ଜଣେ ରାଜନୀତିଜ୍ଞ ଥିଲେ ।
ପରିବାର
[ସମ୍ପାଦନା]ସୁରଜିତ ସିଂହ ଏବଂ ସୁରଜିତ କୌରଙ୍କର ଜଣେ ଝିଅ ଥିଲେ, ଅମ୍ରିତ କୌର ସାନ୍ଧୁ, ଯିଏକି ଜଣେ ଭାରତୀୟ ସେନା ଅଧିକାରୀ ମେଜର ଆଧେଶପାଲ ସିଂହ ସାନ୍ଧୁଙ୍କୁ ବିବାହ କରିଥିଲେ, କିନ୍ତୁ ଅମ୍ରିତ କୌର ଅକ୍ଟୋବର ୨୦୧୨ରେ କର୍କଟ ରୋଗ ଯୋଗୁଁ ମୃତ୍ୟୁବରଣ କରିଥିଲେ । ସେମାନଙ୍କର ବଡ଼ ପୁଅ, ଜସଜିତ ସିଂହ ବରନାଲା ଜଣେ ବ୍ୟବସାୟୀ ଏବଂ ଦ୍ୱିତୀୟ ପୁଅ ଗଙ୍ଗନଜିତ ସିଂହ ବରନାଲ ଜଣେ ରାଜନେତା ।