ସୁହାସ ପଳଶୀକର
ଦେଖଣା
(Suhas Palshikarରୁ ଲେଉଟି ଆସିଛି)
ସୁହାସ ପଳଶୀକର | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୧୯୮୨ - ଏବଯାଏଁ |
| ଉଲ୍ଲେଖନୀୟ କୃତି | ଅଙ୍କୁଶ |
ସୁହାସ ପଳଶୀକର ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଓ ମରାଠୀ କଥାଚିତ୍ର ଓ ଟେଲିଭିଜନରେ କାମ କରନ୍ତି ।[୧]
ଅଭିନୟ ଜୀବନ
[ସମ୍ପାଦନା]୧୯୮୨ ମସିହାରେ, ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଗାନ୍ଧୀ ଓସ୍କାର ପୁରସ୍କାର ପାଇଥିଲା, ଯେଉଁଥିରେ ସେ ରିଚର୍ଡ଼ ଆଟ୍ଟେନବର୍ଗ ଭୂମିକାରେ ଅଭିନୟ କରିଥିଲେ । ୨୦୦୧ ମସିହାରେ, ଚାନ୍ଦିନୀ ବାର୍ରେ ତାଙ୍କ ଅଭିନୀତ ଖଳ ଚରିତ୍ର ପାଇଁ ତାଙ୍କୁ ଆଇଫା ଆୱାର୍ଡ଼ରେ ମନୋନୀତ କରାଯାଇଥିଲା ।[୨] ଅଙ୍କୁଶ କଥାଚିତ୍ରରେ, ତାଙ୍କ ଅଭିନୀତ ଚରିତ୍ର ଲିଲିୟା ପାଇଁ ସେ ଜଣାଶୁଣା ।[୩]
ଟେଲିଭିଜନ
[ସମ୍ପାଦନା]- ୧୯୯୭: ବ୍ୟୋମକେଶ ବକ୍ସି (ଧୋକାଧାଡ଼ି ଅଧ୍ୟାୟରେ, ନରେଶ ମଣ୍ଡଳ ଭୂମିକାରେ)[୪]
- ୨୦୧୭: ରୁଦ୍ରମ୍
- ୨୦୧୯: ଅଗ୍ନିହୋତ୍ର ୨
କଥାଚିତ୍ର
[ସମ୍ପାଦନା]- ୨୦୨୧: ବସ୍ତା
- ୨୦୧୮: ଭାବେଶ ଯୋଶୀ ସୁପର୍ହିରୋ – ବ୍ରେଭ୍
- ୨୦୧୮: ଆନି... ଡ. କାଶୀନାଥ ଘନେକର
- ୨୦୧୭: ସରକାର ୩ – ମୁଖ୍ୟମନ୍ତ୍ରୀ ମୋହନ ନାଏକ
- ୨୦୧୬: ବରାଦ
- ୨୦୧୬: ରେତି – ରାଜସ୍ୱ ମନ୍ତ୍ରୀ
- ୨୦୧୫: ରଙ୍ଗା ପତଙ୍ଗା
- ୨୦୧୫: ଆଭ୍ରାଣ – ଗୁଲାବ୍ରାଓ
- ୨୦୧୫: ବାଇସ୍କୋପ୍
- ୨୦୧୪: ଧ୍ୟାସ – ସର୍କସ ମାଲିକ
- ୨୦୧୩: କୁନି ଘର ଦେତା କା ଘର
- ୨୦୧୩: ଟୁଅରିଂ ଟକିଜ୍ – ବାପୁ ସେଠ
- ୨୦୧୩: ତୁହ୍ୟା ଧର୍ମା କୋନ୍ଚା? – ଗୁରୁଦେବ
- ୨୦୧୨: ଆଇକ
- ୨୦୦୯: ହେଲୋ! ଗନ୍ଧେ ସାର୍
- ୨୦୦୭: ଦୋହା – ବିଷ୍ଣୁ
- ୨୦୦୬: ମନ୍ଥନ: ଏକ ଅମୃତ ପ୍ୟାଲା
- ୨୦୦୧: ଚାନ୍ଦିନୀ ବାର୍ – ଇର୍ଫାନ ମାମୁଁ
- ୨୦୦୧: ଆଶି ହି ଗ୍ୟାନେଶ୍ୱରୀ
- ୧୯୯୫: ନିରନ୍ତରମ୍
- ୧୯୯୨: କର୍ମ ୟୋଦ୍ଧା
- ୧୯୮୭: ପ୍ରତିଘାତ
- ୧୯୮୬: ଅଙ୍କୁଶ – ଲାଲିୟା
- ୧୯୮୨: ଗାନ୍ଧୀ
ଆଧାର
[ସମ୍ପାଦନା]- ↑ "Suhas Palshikar". Times of India. Bennett, Coleman & Co. Ltd. Retrieved 30 March 2018.
- ↑ "Chandni Bar". Variety. Variety Media, LLC, a subsidiary of Penske Business Media, LLC. 17 January 2003. Retrieved 30 March 2018.
- ↑ "Ankush". Cinestaan. Cinestaan Digital Pvt. Ltd. Archived from the original on 30 March 2018. Retrieved 30 March 2018.
- ↑ Archived at Ghostarchive and the Wayback Machine: Byomkesh Bakshi: Ep#29 - Dhokadhari. YouTube.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁହାସ ପଳଶୀକର