ସୁଗାଉଲି
(Sugauli ରୁ ଲେଉଟି ଆସିଛି)
Jump to navigation
Jump to search
Sugauli | |
---|---|
Town | |
Location in Bihar, India | |
ଅବସ୍ଥିତି: 26°47′N 84°44′E / 26.783°N 84.733°ECoordinates: 26°47′N 84°44′E / 26.783°N 84.733°E | |
ଦେଶ | ![]() |
ରାଜ୍ୟ | Bihar |
ଜିଲ୍ଲା | Purvi Champaran |
ଜନସଂଖ୍ୟା (2001) | |
• ମୋଟ | ୩୧,୩୬୨ |
ଭାଷା | |
• ସରକାରୀ | Maithili, Hindi |
IST (UTC+5:30) | |
Lok Sabha constituency | Paschim Champaran |
Vidhan Sabha constituency | Sugauli |
ୱେବସାଇଟ | eastchamparan |
ସୁଗାଉଲି ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ପୁର୍ବ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁଗାଉଲି ସହରର ମୋଟ ଜନସଂଖ୍ୟା ୩୧୩୬୨ ଅଟେ ।[୧] ସେଥି ମଧ୍ୟରୁ ୫୩.୬୫% ଜଣ ପରୁଷ ହୋଇଥିବା ବେଳେ ୪୬.୩୫% ଜଣ ନାରୀ ଅଟନ୍ତି । ସୁଗାଉଲିର ସାକ୍ଷରତା ହାର ୪୨.୧୮% ଅଟେ । ଏହା ଜାତୀୟ ହାର ଠାରୁ ୨୨.୬୬% ପ୍ରତିଶତ କମ ଅଟେ । ସେଥିରୁ ୨୭.୩୭% ପ୍ରତିଶତ ପୁରୁଷ ଓ ୧୪.୮୧% ନାରୀ ଅଟନ୍ତି । ୧୯.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା[ସମ୍ପାଦନା]
ହିନ୍ଦୀ ସୁଗାଉଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.