ସୁକ୍ରାଲଫେଟ

ଉଇକିପିଡ଼ିଆ‌ରୁ
(Sucralfateରୁ ଲେଉଟି ଆସିଛି)
ସୁକ୍ରାଲଫେଟ
Clinical data
Trade namesCarafate
AHFS/Drugs.commonograph
MedlinePlusa681049
data
Pregnancy
category
  • B
Routes of
administration
By mouth, rectal
Legal status
Legal status
Pharmacokinetic data
Bioavailability3-5% (local acting)
MetabolismGI; liver: unknown
Elimination half-lifeunknown
ExcretionFeces, urine
Identifiers
  • Hexadeca-μ-hydroxytetracosahydroxy[μ8-[1,3,4,6-tetra-O-sulfo-β-Dfructofuranosyl-α-D-glucopyranoside tetrakis(hydrogen sulfato)8-)]]hexadecaaluminum[୧]
ECHA InfoCard100.053.636 Edit this at Wikidata
Chemical and physical data
FormulaC12H54Al16O75S8
Molar mass୨,୦୮୬.୬୭ g·mol−1
  (verify)

ସୁକ୍ରାଲଫେଟ ଏକ ଔଷଧ ଯାହା ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ପାକସ୍ଥଳୀ ଘାଆ, ଗ୍ୟାଷ୍ଟ୍ରୋସୋଫେଜାଲ୍ ରିଫ୍ଲକ୍ସ ରୋଗ (GERD), ବିକିରଣ ପ୍ରୋକ୍ଟାଇଟିସ ଓ ପାକସ୍ଥଳୀ ପ୍ରଦାହ ଭଳି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ ଏବଂ ଚାପ‌ଯୁକ୍ତ ଘାଆର ପ୍ରତିଷେଧ ଭାବରେ ଦିଆଯାଏ | [୨] [୩] [୪] ଏଚ ପାଇଲୋରି (H. pylori ) ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏହାର ଉପଯୋଗୀତା ସୀମିତ ଅଟେ | [୫] ଏହା ପାଟିରେ କିମ୍ବା ମଳଦ୍ୱାର ବାଟେ ଦିଆଯାଏ | [୫] [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୋଇପାରେ | [୫] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପିଣ୍ଡୁଳା ଗଠନ ଏବଂ ଏନସେଫାଲୋପାଥି ହୋଇପାରେ | [୭] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନରେ ବ୍ୟବହାର କଲେ ନିରାପଦ ମନେହୁଏ | [୮] ଏହା କିପରି କାର୍ଯ୍ୟ କରେ ତାହା ଅସ୍ପଷ୍ଟ କିନ୍ତୁ ଅଲସରକୁ ବାନ୍ଧି ରଖିବା ଏବଂ ଅଧିକ କ୍ଷତିରୁ ସୁରକ୍ଷା କରେ ବୋଲି ବିଶ୍ୱାସ କରାଯାଏ | [୫] [୮]

ସୁକ୍ରାଲଫେଟ ୧୯୮୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା। [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୮] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ପ୍ରାୟ $ ୦.୨୨ ଆମେରିକୀୟ ଡଲାର ଅଟେ । [୯] ୨୦୧୭ ରେ, ଏହା ଯୁକ୍ତରାଷ୍ଟ୍ରରେ ୨୧୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୦] [୧୧]

ଆଧାର[ସମ୍ପାଦନା]

  1. Merck Index, 12th Edition, 9049.
  2. "Sucralfate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists.
  3. Maton PN (November 2003). "Profile and assessment of GERD pharmacotherapy". Cleveland Clinic Journal of Medicine. 70 Suppl 5: S51-70. doi:10.3949/ccjm.70.Suppl_5.S51. PMID 14705381.
  4. Mendenhall WM, McKibben BT, Hoppe BS, Nichols RC, Henderson RH, Mendenhall NP (October 2014). "Management of radiation proctitis". American Journal of Clinical Oncology. 37 (5): 517–23. doi:10.1097/COC.0b013e318271b1aa. PMID 23241500.
  5. ୫.୦ ୫.୧ ୫.୨ ୫.୩ ୫.୪ "Sucralfate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists.
  6. Mendenhall WM, McKibben BT, Hoppe BS, Nichols RC, Henderson RH, Mendenhall NP (October 2014). "Management of radiation proctitis". American Journal of Clinical Oncology. 37 (5): 517–23. doi:10.1097/COC.0b013e318271b1aa. PMID 23241500. S2CID 12129192.
  7. British national formulary : BNF 76 (76 ed.). Pharmaceutical Press. 2018. p. 73. ISBN 9780857113382.
  8. ୮.୦ ୮.୧ ୮.୨ British national formulary : BNF 76 (76 ed.). Pharmaceutical Press. 2018. p. 73. ISBN 9780857113382.
  9. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  10. "The Top 300 of 2020". ClinCalc. Retrieved 11 April 2020.
  11. "Sucralfate - Drug Usage Statistics". ClinCalc. Retrieved 11 April 2020.