ଝଡ଼

ଉଇକିପିଡ଼ିଆ‌ରୁ
(Stormରୁ ଲେଉଟି ଆସିଛି)
A shelf cloud associated with a heavy or severe thunderstorm over Enschede, Netherlands.

ଝଡ଼ ବାୟୁମଣ୍ଡଳର ଏକ ବିକ୍ଷୁବ୍ଧ ଅବସ୍ଥା ଯେଉଁଥିରେ ଏହାର ପୃଷ୍ଠତଳରେ ଆଲୋଡ଼ନ ହୁଏ । ଏଥିରେ ଜଳବାୟୁ ଅବସ୍ଥାର ପରିବର୍ତ୍ତନ ଘଟି ତୀବ୍ର ବେଗରେ ପବନ ସଞ୍ଚାଳନ ହୁଏ, ବର୍ଷା, କୁଆପଥର, ବିଜୁଳି, ତୋଫାନ, ତୁଷାରପାତ ଇତ୍ୟାଦି ହୋଇପାରେ ।

ଏହାକୁ ଆଟଲାଣ୍ଟିକ ଓ ନର୍ଥ-ଇଷ୍ଟ୍ ପାସିଫିକରେ ହରିକେନ୍ ନାମ, ନର୍ଥ- ୱେଷ୍ଟ ପାସିଫିକରେ ଟାଇଫୁନ୍ ନାମ, ସାଉଥ୍ ପାସିଫିକ୍ ଓ ଭାରତ ମହାସାଗରରେ ସାଇକ୍ଲୋନ ନାମରେ ଡକାଯାଏ ।
ଏହାଦ୍ୱାରା ଲୋକମାନଙ୍କର ଧନ ଜୀବନ ଉପରେ ବହୁତ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।

Desert storms are often accompanied by violent winds, and pass rapidly.[୧]

ପ୍ରସ୍ତୁତି[ସମ୍ପାଦନା]

ମଝିରେ ଲଘୁଚାପ ଓ ଚତୁର୍ଦ୍ଦିଗରେ ଗୁରୁଚାପ ରହିଲେ ଝଡ଼ ତିଆରି ହୁଏ । ଏହିପରି ପରଷ୍ପର ବିରୋଧୀ ଚାପ ପବନ ସୃଷ୍ଟି କରେ ଓ ଫଳରେ ଝଡ଼ ମେଘ ସୃଷ୍ଟି ହୁଏ । ଉତ୍ତପ୍ତ ଭୂମିରୁ ଉତ୍ତପ୍ତ ବାୟୁ ଉପରକୁ ଉଠିଲେ ଘୁର୍ଣ୍ଣିବାତ୍ୟା ତିଆରି ହୁଏ ।

ପ୍ରକାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "DESERT CLIMATE, STORMS AND WEATHER".