ଶ୍ରୀବିଲ୍ଲିପୁଥୁର

ଉଇକିପିଡ଼ିଆ ରୁ
(Srivilliputhur ରୁ ଲେଉଟି ଆସିଛି)
Jump to navigation Jump to search
Srivilliputhur
(Puthur)
Thiruvilliputhur
Town
Srivilliputhur Divya Desam temple
Srivilliputhur is located in Tamil Nadu
Srivilliputhur
Srivilliputhur
Location in Tamil Nadu, India
ଅବସ୍ଥିତି: 9°30′58″N 77°37′48″E / 9.5161°N 77.63°E / 9.5161; 77.63Coordinates: 9°30′58″N 77°37′48″E / 9.5161°N 77.63°E / 9.5161; 77.63
Country India
StateTamil Nadu
DistrictVirudhunagar
ସରକାର
 • ପ୍ରକାରFirst Grade Municipality
 • ପରିଚାଳନାSrivilliputhur Municipality
 • Municipality ChairmanSendilkumari
 • M L AV. Ponnupandi
ଉଚ୍ଚତା146 m (479 ft)
ଜନସଂଖ୍ୟା (2011)
 • ମୋଟ୭୫,୩୯୬
Languages
 • OfficialTamil
IST (UTC+5:30)
ପିନ କୋଡ଼626125
Telephone code04563
ଗାଡ଼ି ପଞ୍ଜିକରଣTN-67,TN-84
Sex ratio1:1 /

ଶ୍ରୀବିଲ୍ଲିପୁଥୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର ବିରୁଧୁ‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶ୍ରୀବିଲ୍ଲିପୁଥୁର ସହରର ମୋଟ ଜନସଂଖ୍ୟା ୭୩୧୩୧ ଅଟେ ।[୧] ସେଥି ମଧ୍ୟରୁ ୪୯.୭୬% ଜଣ ପରୁଷ ହୋଇଥିବା ବେଳେ ୫୦.୨୪% ଜଣ ନାରୀ ଅଟନ୍ତି । ଶ୍ରୀବିଲ୍ଲିପୁଥୁରର ସାକ୍ଷରତା ହାର ୭୩.୨୬% ଅଟେ । ଏହା ଜାତୀୟ ହାର ଠାରୁ -୮.୪୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୪୬% ପ୍ରତିଶତ ପୁରୁଷ ଓ ୩୨.୮୦% ନାରୀ ଅଟନ୍ତି । ୧୦.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ତାମିଲ ଶ୍ରୀବିଲ୍ଲିପୁଥୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]