ସୋହନା

ଉଇକିପିଡ଼ିଆ‌ରୁ
(Sohnaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sohna (Greater Gurgaon )
सोहना
city
ଦେଶ India
ରାଜ୍ୟHaryana
ଜିଲ୍ଲାGurgaon
Elevation
212 m (696 ft)
Population
 (2001)
 • Total୨୭,୫୭୧
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN

ସୋହନା ଏକ ଭାରତୀୟ ସହର ଅଟେ । ଏହା ହରିଆଣାର ଗୁର୍‌‌ଗାଓଁ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସୋହନା ୨୮.୨୪୭୪ ଉତ୍ତର ଅକ୍ଷାଂଶ ଓ ୭୭.୦୬୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋହନା ସହରର ମୋଟ ଜନସଂଖ୍ୟା ୨୭୫୭୧ ଅଟେ ।[୨] ସେଥି ମଧ୍ୟରୁ ୫୩.୩୬% ଜଣ ପରୁଷ ହୋଇଥିବା ବେଳେ ୪୬.୬୪% ଜଣ ନାରୀ ଅଟନ୍ତି । ସୋହନାର ସାକ୍ଷରତା ହାର ୬୨.୬୪% ଅଟେ । ଏହା ଜାତୀୟ ହାରଠାରୁ ୨.୨୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୬% ପ୍ରତିଶତ ପୁରୁଷ ଓ ୨୫.୧୮% ନାରୀ ଅଟନ୍ତି । ୧୬.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସୋହନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]