ସିତାପୁର

ଉଇକିପିଡ଼ିଆ ରୁ
(Sitapur ରୁ ଲେଉଟି ଆସିଛି)
Jump to navigation Jump to search
Sitapur
सीतापुर
City
Sitapur is located in Uttar Pradesh
Sitapur
Sitapur
Location of Sitapur in Uttar Pradesh, India
ଅବସ୍ଥିତି: 27°34′N 80°52′E / 27.57°N 80.86°E / 27.57; 80.86Coordinates: 27°34′N 80°52′E / 27.57°N 80.86°E / 27.57; 80.86
Country India
ରାଜ୍ୟUttar Pradesh
ଜିଲ୍ଲାSitapur
Established1937
ନାମରେ ନାମିତGoddess Sita
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଜନସଂଖ୍ୟା (2001)
 • ମୋଟ୧,୫୧,୮୨୭
 • ଘନତା630/km2 (Bad rounding here1,600/sq mi)
ଭାଷା
 • OfficialHindi, Urdu & Awadhi
IST (UTC+5:30)
ପିନ କୋଡ଼261001
ଗାଡ଼ି ପଞ୍ଜିକରଣUP-34
ୱେବସାଇଟsitapur.nic.in

ସିତାପୁର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ସିତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିତାପୁର ୨୭.୫୬୧୯ ଉତ୍ତର ଅକ୍ଷାଂଶ ଓ ୮୦.୬୮୨୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିତାପୁର ସହରର ମୋଟ ଜନସଂଖ୍ୟା ୪୭୭୪୬ ଅଟେ ।[୨] ସେଥି ମଧ୍ୟରୁ ୫୨.୦୬% ଜଣ ପରୁଷ ହୋଇଥିବା ବେଳେ ୪୭.୯୪% ଜଣ ନାରୀ ଅଟନ୍ତି । ସିତାପୁରର ସାକ୍ଷରତା ହାର ୫୯.୩୭% ଅଟେ । ଏହା ଜାତୀୟ ହାର ଠାରୁ ୫.୪୭% ପ୍ରତିଶତ କମ ଅଟେ । ସେଥିରୁ ୩୩.୭୪% ପ୍ରତିଶତ ପୁରୁଷ ଓ ୨୫.୬୩% ନାରୀ ଅଟନ୍ତି । ୧୬.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସିତାପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]