ସିମଦେଗା
(Simdega ରୁ ଲେଉଟି ଆସିଛି)
Jump to navigation
Jump to search
Simdega सिमडेगा ᱥᱤᱢᱰᱮᱜᱟ ସିମଡେଗା | |
---|---|
City | |
Clockwise - Kelaghagh Dam, Hilly Terrain, District Administration Office | |
ଅନ୍ୟନାମ: Nursery of Sports[୧] | |
Location in Jharkhand, India | |
ଅବସ୍ଥିତି: 22°37′N 84°31′E / 22.62°N 84.52°ECoordinates: 22°37′N 84°31′E / 22.62°N 84.52°E | |
Country | ![]() |
State | Jharkhand |
District | Simdega |
ସରକାର | |
• ପ୍ରକାର | Municipal Council |
• ପରିଚାଳନା | Nagar Parishad |
ଉଚ୍ଚତା | 418 m (1,371 ft) |
ଜନସଂଖ୍ୟା (2011) | |
• ମୋଟ | ୫୯୯ |
Languages | |
• Official | Odia,Hindi |
IST (UTC+5:30) | |
ପିନ କୋଡ଼ | 835223 |
Telephone code | +91-6525 |
ଗାଡ଼ି ପଞ୍ଜିକରଣ | JH 20 |
ୱେବସାଇଟ | simdega |
ସିମଦେଗା (ସାନ୍ତାଳୀ: ᱥᱤᱢᱰᱮᱜᱟ) ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ଝାଡ଼ଖଣ୍ଡର ଗୁମ୍ଲ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସିମଦେଗା ୨୨.୬୧୫୨ ଉତ୍ତର ଅକ୍ଷାଂଶ ଓ ୮୪.୫୦୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିମଦେଗା ସହରର ମୋଟ ଜନସଂଖ୍ୟା ୩୩୯୬୨ ଅଟେ ।[୩] ସେଥି ମଧ୍ୟରୁ ୫୧.୫୮% ଜଣ ପରୁଷ ହୋଇଥିବା ବେଳେ ୪୮.୪୨% ଜଣ ନାରୀ ଅଟନ୍ତି । ସିମଦେଗାର ସାକ୍ଷରତା ହାର ୬୮.୦୨% ଅଟେ । ଏହା ଜାତୀୟ ହାର ଠାରୁ -୩.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୭.୬୪% ପ୍ରତିଶତ ପୁରୁଷ ଓ ୩୦.୩୮% ନାରୀ ଅଟନ୍ତି । ୧୫.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ଓଡ଼ିଆ, ହିନ୍ଦୀ ସିମଦେଗାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ http://simdega.nic.in/profile.html. Missing or empty
|title=
(help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.