ସିଲ୍ଲୋଡ଼
(Sillodରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Sillod | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Aurangabad |
Elevation | 612 m (2,008 ft) |
Population (2011) | |
• Total | ୫୮,୨୩୦ |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
PIN | 431112 |
ଯାନବାହାନ ପଞ୍ଚୀକରଣ | MH-20 |
Sex ratio | 936♂/♀ |
Website | www |
ସିଲ୍ଲୋଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆଉରଙ୍ଗବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସିଲ୍ଲୋଡ଼ ୨୦.୩୦୩୦ ଉତ୍ତର ଅକ୍ଷାଂଶ ଓ ୭୫.୬୫୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୦୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଲ୍ଲୋଡ଼ ସହରର ମୋଟ ଜନସଂଖ୍ୟା ୪୩୮୫୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୪% ଜଣ ପରୁଷ ହୋଇଥିବା ବେଳେ ୪୭.୮୬% ଜଣ ନାରୀ ଅଟନ୍ତି । ସିଲ୍ଲୋଡ଼ର ସାକ୍ଷରତା ହାର ୬୪.୭୯% ଅଟେ । ଏହା ଜାତୀୟ ହାରଠାରୁ ୦.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୦୭% ପ୍ରତିଶତ ପୁରୁଷ ଓ ୨୬.୭୨% ନାରୀ ଅଟନ୍ତି । ୧୬.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମରାଠୀ ସିଲ୍ଲୋଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.