Jump to content

ସିକିମ ଉଚ୍ଚ ନ୍ୟାୟାଳୟ

Coordinates: 27°19′55″N 88°36′53″E / 27.3319°N 88.6146°E / 27.3319; 88.6146
ଉଇକିପିଡ଼ିଆ‌ରୁ
(Sikkim High Courtରୁ ଲେଉଟି ଆସିଛି)
ସିକିମ ଉଚ୍ଚ ନ୍ୟାୟାଳୟ
ସ୍ଥାପିତ16 ମଇ 1975; 50 years ago (1975-୦୫-16)
ସ୍ଥାନGangtok
ଭୌଗଳିକ ଦିଗବାରେଣି27°19′55″N 88°36′53″E / 27.3319°N 88.6146°E / 27.3319; 88.6146
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳMandatory retirement by age of 62
ସଦସ୍ଯତା ସଂଖ୍ଯା3
Websitehcs.gov.in/hcs/
Chief Justice
ବର୍ତ୍ତମାନBiswanath Somadder
ନିଯୁକ୍ତି ଦିନ12 October 2021

ସିକିମ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତର ସିକିମ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ । ୧୯୫୫ ମସିହାରେ High Court of Judicature (Jurisdiction and Powers) Proclamation, ୧୯୫୫ ଜାରି କରାଯାଇଥିଲା ଏବଂ ସିକିମରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ସ୍ଥାପିତ ହୋଇଥିଲା ।[] ସିକିମ ଭାରତ ସହିତ ଏକତ୍ରିତ ହେବା ପରେ ଏହା ଭାରତର ୨୨ତମ ରାଜ୍ୟ ହେଲା । ଭାରତ ସଂବିଧାନର ଅନୁଚ୍ଛେଦ 371F ର ଉପଧାରା(i) ଅନୁଯାୟୀ, ଏକତ୍ରିକରଣ ପূର୍ବରୁ କାର୍ଯ୍ୟରତ ଥିବା ଉଚ୍ଚ ନ୍ୟାୟାଳୟଟି ସିକିମ ରାଜ୍ୟ ପାଇଁ ସଂବିଧାନ ଅନୁଯାୟୀ ଉଚ୍ଚ ନ୍ୟାୟାଳୟ ଭାବେ ପରିଗଣିତ ହେଲା । ଏହା ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା ।

ଏହି ନ୍ୟାୟାଳୟ ସିକିମର ପ୍ରଶାସନିକ ରାଜଧାନୀ ଗାଙ୍ଗଟକରେ ଅବସ୍ଥିତ । ମାତ୍ର ତିନିଜଣ ନ୍ୟାୟାଧୀଶଙ୍କର ଅନୁମୋଦିତ ପଦବୀ ସହିତ, ସିକିମ ଉଚ୍ଚ ନ୍ୟାୟାଳୟ ଭାରତର ସବୁଠାରୁ ଛୋଟ ଉଚ୍ଚ ନ୍ୟାୟାଳୟ ।[]

  1. "Proclamation of His Highness Sir Tashi Namgyal, Maharaja of Sikkim, dated the 17th April 1955, regarding the Sikkim High Court". Sikkim Darbar Gazette, British Library, EAP 880/1/6/47. Gangtok: Sikkim Government Press. 1955. p. 2. Retrieved 26 September 2022.
  2. "Home | High Court of Sikkim". hcs.gov.in (in ଇଂରାଜୀ). Retrieved 2025-06-06.