ଶ୍ୟାମ ଚରଣ ହାଁସଦା

ଉଇକିପିଡ଼ିଆ ରୁ
(Shyam Charan Hansdahରୁ ଲେଉଟି ଆସିଛି)
Jump to navigation Jump to search
ଶ୍ୟାମ ଚରଣ ହାଁସଦା
Shyam Charan Hansdah.jpg
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଚୈତନ୍ୟ ପ୍ରସାଦ ମାଝି
ପର ଅଧିକାରୀଦ୍ରୌପଦୀ ମୁର୍ମୁ
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-07-03) ୩ ଜୁଲାଇ ୧୯୬୫ (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଯଶୋଦାମଣି ହାଁସଦା
ବାପା/ମା'ଗୋପିନାଥ ହାଁସଦା (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ଶ୍ୟାମ ଚରଣ ହାଁସଦା (ଜନ୍ମ: ୩ ଜୁଲାଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଲକ୍ଷ୍ମଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶ୍ୟାମ ଚରଣ ହାଁସଦା ୧୯୬୫ ମସିହାର ଜୁଲାଇ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ହାଁସଦା ଏବଂ ପତ୍ନୀଙ୍କ ନାମ ଯଶୋଦାମଣି ହାଁସଦା ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶ୍ୟାମ ଚରଣ ହାଁସଦା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Shyam Charan Hansdah". odishaassembly.nic.in. Odisha Assembly. Retrieved 26 October 2019. Cite has empty unknown parameter: |dead-url= (help)