Jump to content

ଶର୍ମିମାଳା

ଉଇକିପିଡ଼ିଆ‌ରୁ
(Shormi Malaରୁ ଲେଉଟି ଆସିଛି)
ଶର୍ମିମାଳା
ଜାତୀୟତାବାଂଲାଦେଶୀ
ବୃତ୍ତିଅଭିନେତ୍ରୀ

ଶର୍ମିମାଳା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ମଞ୍ଚ ଏବଂ ବଙ୍ଗଳାଦେଶୀ ଟେଲିଭିଜନ ଓ କଥାଚିତ୍ର ଜଗତରେ କାମ କରନ୍ତି ।[] ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ମୃତ୍ତିକା ମାୟା ପାଇଁ ତାଙ୍କୁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୬ ମସିହାରେ, ସେ ଥିଏଟର ଟ୍ରୁପ୍ ପାଲାକର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ୨୦୧୦ ମସିହାରେ, ସେ ମୋନେର ମାନୁଷ ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ କାମ କରିବା ଆରମ୍ଭ କରିଥିଲେ ।[]

  • ମୋନେର ମାନୁଷ (୨୦୧୦)[]
  • ମୃତ୍ତିକା ମାୟା (୨୦୧୩)
  • ଜଲାଲସ୍ ଷ୍ଟୋରୀ (୨୦୧୪)[]
  • ଜିନ୍ଦାବାହାର (୨୦୨୨)
  1. "1 Minute Please". The Daily Star. October 2, 2015. Retrieved January 5, 2016.
  2. ୨.୦ ୨.୧ ୨.୨ "I'm greatly inspired by the award: Shormi Mala". New Age. March 19, 2015. Archived from the original on March 10, 2024. Retrieved January 5, 2016.
  3. Robina Rashid Bhuiyan (June 6, 2017). "The lesser-known side of Shormi Mala". The Daily Star. Retrieved June 6, 2017.
  4. Pallab Bhattacharya (April 15, 2015). ""Jalaler Golpo" at Fajir Festival". The Daily Star. Retrieved January 5, 2016.

ବାହାର ଲିଙ୍କ୍

[ସମ୍ପାଦନା]