Jump to content

ସିମୋଗା

ଉଇକିପିଡ଼ିଆ‌ରୁ
(Shivamoggaରୁ ଲେଉଟି ଆସିଛି)
Shivamogga
ಶಿವಮೊಗ್ಗ
Shimoga
Corporation City
Statue of Keladi Shivappa Nayaka
CountryIndia
StateKarnataka
DistrictShivamogga District
RegionMalenadu
Government
  TypeCity Municipal Corporation
  BodyShivamogga Mahanagara Palike
Area
  ସମୁଦାୟ70.01 km2 (27.03 sq mi)
Elevation
569 m (1,867 ft)
Population
 (2011 census)[]
  Total୩,୨୨,୫୦୫
  Rank7th(Karnataka)
  Density4,600/km2 (12,000/sq mi)
Languages
  OfficialKannada
Time zoneUTC+5:30 (IST)
PIN
577201 - 577205
Telephone code91-(0)8182-XXXXXX
ଯାନବାହାନ ପଞ୍ଚୀକରଣKA-14
Websitewww.shimogacity.gov.in


ସିମୋଗା ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ଶିମୋଗ ଜିଲ୍ଲାରେ ଅବସ୍ଥିତ । ସରକାରୀ ସ୍ତରରେ ଶିବାମୋଗା ଭାବେ ପୁନଃନାମକରଣ ହୋଇଛି ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସିମୋଗା ୧୩.୯୩୨୪ ଉତ୍ତର ଅକ୍ଷାଂଶ ଓ ୭୫.୫୭୨୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିମୋଗା ସହରର ମୋଟ ଜନସଂଖ୍ୟା ୧୬୦୩୯୨ ଅଟେ ।[] ସେଥି ମଧ୍ୟରୁ ୫୦.୬୬% ଜଣ ପରୁଷ ହୋଇଥିବା ବେଳେ ୪୯.୩୪% ଜଣ ନାରୀ ଅଟନ୍ତି । ସିମୋଗାର ସାକ୍ଷରତା ହାର ୭୩.୫୮% ଅଟେ । ଏହା ଜାତୀୟ ହାରଠାରୁ -୮.୭୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୯% ପ୍ରତିଶତ ପୁରୁଷ ଓ ୩୩.୪୯% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

କନ୍ନଡ ସିମୋଗାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. 1 2 "Home". Shimoga City Municipal Council. Archived from the original on 2016-03-03.
  2. "Directory of Cities, Towns, and Regions in India". Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]