Jump to content

ଶିଶିର କଶ୍ୟପ

ଉଇକିପିଡ଼ିଆ‌ରୁ
(Shishir Kurupରୁ ଲେଉଟି ଆସିଛି)
ଶିଶିର କଶ୍ୟପ
ଜନ୍ମ
ଶିଶିର ରବୀନ୍ଦ୍ରନ କୁରୁପ

(1961-11-02) ୨ ନଭେମ୍ବର ୧୯୬୧ (ବୟସ ୬୪)
ବୃତ୍ତିଅଭିନେତା

ଶିଶିର କଶ୍ୟପ (ଜନ୍ମ: ୨ ନଭେମ୍ବର ୧୯୬୧) ଜଣେ ଆମେରିକୀୟ ଅଭିନେତା । ସେ ମୁଖ୍ୟତଃ ଟେଲିଭିଜନ ଧାରାବାହିକରେ ଅଭିନୟ କରିବା ଜଣାଶୁଣା । ସ୍କାଇ-ଫାଇ ସିରିଜ ସର୍ଫେସରେ ଡ. ସିଂହ ଭୂମିକା ଅଭିନୟ କରିବା ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ ହିରୋଜ୍, ଲଷ୍ଟ, ଟ୍ରୁ ବ୍ଲଡ ଭଳି ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା ।[]

  1. "Shishir Kurup - Лучшие выпуски подкастов". Listen Notes (in ରୁଷିୟ). 2022-08-29. Retrieved 2024-06-06.

ବାହାର ଲିଙ୍କ୍

[ସମ୍ପାଦନା]