ଶିରିଡ଼ି

ଉଇକିପିଡ଼ିଆ ରୁ
(Shirdi ରୁ ଲେଉଟି ଆସିଛି)
Jump to navigation Jump to search
Shirdi
शिर्डी
साईनगर
town
Sai Baba of Shirdi
Shirdi is located in Maharashtra
Shirdi
Shirdi
ଅବସ୍ଥିତି: 19°46′N 74°29′E / 19.77°N 74.48°E / 19.77; 74.48Coordinates: 19°46′N 74°29′E / 19.77°N 74.48°E / 19.77; 74.48
Countryଭାରତ India
StateMaharashtra
DistrictAhmednagar
ଉଚ୍ଚତା504 m (1,654 ft)
ଜନସଂଖ୍ୟା (2011)
 • ମୋଟ୩୬,୦୦୪
Languages
 • OfficialMarathi
IST (UTC+5:30)
ପିନ କୋଡ଼423109
Telephone code02423
ଗାଡ଼ି ପଞ୍ଜିକରଣMH-17


ଶିରିଡ଼ି ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଆହ୍ମଦ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶିରିଡ଼ି ୧୯.୭୬୬୨ ଉତ୍ତର ଅକ୍ଷାଂଶ ଓ ୭୪.୪୭୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିରିଡ଼ି ସହରର ମୋଟ ଜନସଂଖ୍ୟା ୨୬୧୬୯ ଅଟେ ।[୨] ସେଥି ମଧ୍ୟରୁ ୫୨.୯୬% ଜଣ ପରୁଷ ହୋଇଥିବା ବେଳେ ୪୭.୦୪% ଜଣ ନାରୀ ଅଟନ୍ତି । ଶିରିଡ଼ିର ସାକ୍ଷରତା ହାର ୬୯.୫୯% ଅଟେ । ଏହା ଜାତୀୟ ହାର ଠାରୁ -୪.୭୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୮% ପ୍ରତିଶତ ପୁରୁଷ ଓ ୨୯.୩୧% ନାରୀ ଅଟନ୍ତି । ୧୫.୪୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ଶିରିଡ଼ିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]