Jump to content

ସାଲୁ ମେନନ

ଉଇକିପିଡ଼ିଆ‌ରୁ
(Shalu Menonରୁ ଲେଉଟି ଆସିଛି)
ସାଲୁ ମେନନ
ଜନ୍ମ
ସାଲୁ ମେନନ

ଚଙ୍ଗନସେରୀ, କୋଟ୍ଟାୟମ, କେରଳ, ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମସାଲୁ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟଶିଳ୍ପୀ
ବୈବାହିକ-ସାଥୀସାଜି ଜି. ନାୟାର (ବିବାହ: ୨୦୧୬)
ପିତାମାତା
  • ବେଣୁଗୋପାଳ
  • କଳାଦେବୀ

ସାଲୁ ମେନନ ଜଣେ ଭାରତୀୟ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର ଓ ଟେଲିଭିଜ ଧାରାବାହିକରେ କାମ କରନ୍ତି । ସେ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟଶିଳ୍ପୀ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୮ ବ୍ରିଟିଶ ମାର୍କେଟ ଲୀନାର ସାଙ୍ଗ
୨୦୦୦ କଭର ଷ୍ଟୋରୀ ସାମ୍ବାଦିକ
୨୦୦୧ କାକ୍କୁକୁୟିଲ ଶାଲିନୀ
ବକ୍କୁଲାତୁ ନାରାୟଣନକୁଟ୍ଟି ନିବେଦିତା
୨୦୦୧ ଏନ୍ନୁମ ସମ୍ଭବାମି ୟୁଗେ ୟୁଗେ ସୋନା
୨୦୦୨ ଅରାଧ୍ୟମ ପରାୟୁମ
ଗ୍ରାଣ୍ଡମଦର
୨୦୦୩ ପରିଣାମମ ରମଣି
କଲାରି ବିକ୍ରମନ
୨୦୦୪ ଓରୁ କ୍ରିଷମାନ ରାତ୍ରି ସାଲି
ବେଥଲେହେମିଲେ ପୂକ୍କାଲ ପଞ୍ଚମି
୨୦୦୫ ମାକାଲକ୍କୁ ବିନ୍ଦୁ
୨୦୦୬ କିସ୍ସାନ କଲ୍ୟାଣୀ
୨୦୦୭ ଇନ୍ଦ୍ରଜିତ ସୁମା
୨୦୧୨ ତିରିକେ ବୀନ୍ଦୁମ
୨୦୧୩ ଇତୁ ପତିରାମନାଲ ଅମ୍ବିକା

ଟେଲିଭିଜନ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଚେନାଲ୍ ଭୂମିକା
୨୦୦୦ ପଥରମାଟୁ ଏସିଆନେଟ୍
୨୦୦୧ ନିନାକ୍କାୟି କାଇରାଲି ଟିଭି
ଅଲାକାଲ ଡିଡି ମାଲାୟାଲମ ଚିପ୍ପି
ସ୍ୱୟମ୍ବରମ ସୂର୍ଯ୍ୟ ଟିଭି
୨୦୦୧–୨୦୦୩ ସ୍ତ୍ରୀଜନ୍ମମ ସରିଗା
୨୦୦୨ ସାରଦା ଏସିଆନେଟ
୨୦୦୩ ସ୍ୱନ୍ତମ
୨୦୦୪ ମଙ୍ଗଲ୍ୟମ ସୁମିତ୍ରା
ଓମାନାତିଙ୍କାଲପକ୍ଷୀ
କଦମତ୍ତାତ କଥାନାର କୋଚୁତରେସିଆ
ଆଲିପ୍ପାଜାମ ସୂର୍ଯ୍ୟ ଟିଭି
ଚିତ୍ତ
କାୟାମକୁଲମ କୋଚୁନ୍ନି ସୀମାନ୍ତ
୨୦୦୫ ମୁକେଶ କଥାକାଲ କାଇରାଲି ଟିଭି
କୁଦୁମ୍ବିନି ଏସିଆନେଟ୍
କୃଷ୍ଣକୃପାସାଗରମ୍ ଏସିଆନେଟ୍ ପାର୍ବତୀ ଦେବୀ
୨୦୦୬ କଦାଲିନାକ୍କାରେ ଏସିଆନେଟ୍
ସ୍ୱନମାୟୂରାମ
ଲକ୍ଷ୍ୟମ
ସୂର୍ଯ୍ୟୋଦୟମ
ମନସ୍ସାରିୟାତେ ସୂର୍ଯ୍ୟ ଟିଭି
୨୦୦୬–୨୦୦୭ ସ୍ୱାମୀ ଅୟାପ୍ପାନ ଏସିଆନେଟ୍ ପାର୍ବତୀ ଦେବୀ
୨୦୦୭ ବେଲାନକାନି ମାଥବୁ ସୂର୍ଯ୍ୟ ଟିଭି
୨୦୦୮ ଅପରିଚିତା ଡିଡି ମାଲାୟାଲମ
ଶ୍ରୀ ମହାଭାଗବତମ ଏସିଆନେଟ୍
ଅଲିଲାତାଲି
ଗଜରାଜନ ଗୁରୁବାୟୂର କେଶବନ ସୂର୍ଯ୍ୟ ଟିଭି ସୁଭଦ୍ରା
୨୦୦୮–୨୦୧୧ ଦେବୀମାହାତ୍ମ୍ୟମ ଏସିଆନେଟ୍ ପାର୍ବତୀ ଦେବୀ
୨୦୦୯ ଚନ୍ଦ୍ରେତାନୁମ ଶୋବେଦାତିୟମ
ସାଗରମ ଡିଡି ମାଲାୟାଲମ ଉତ୍ମିଳା
ବଦାକାଇକ୍କୋରୁ ହୃଦୟମ ଏସିଆନେଟ୍ ଅସ୍ୱସ୍ଥି
୨୦୦୯–୨୦୧୦ ଅକ୍କାରେ ଇକ୍କାରେ ଏସିଆନେଟ୍
୨୦୧୦ ଇନ୍ଦ୍ରନୀଲମ ସୂର୍ଯ୍ୟ ଟିଭି ସର୍କଲ ଇନ୍ସପେକ୍ଟର ଲତା
ବୀରା ମାର୍ଥାନ୍ଦା ବର୍ମା
ଲିପଷ୍ଟିକ ଏସିଆନେଟ୍ ଶୈଲଜା
୨୦୧୦–୨୦୧୧ ଆଲାଉଦିନତେ ଅଲଭୁତାବିଲାକ୍କୁ ଏସିଆନେଟ୍
୨୦୧୧ ଆମ୍ମାନ ବସନ୍ତମ ଟିଭି ତାମିଲ ଧାରାବାହିକ
୨୦୧୧–୨୦୧୨ ଶ୍ରୀକୃଷ୍ଣନ ସୂର୍ଯ୍ୟ ଟିଭି
୨୦୧୨ ସ୍ନେହାକ୍କୁଡ଼ୁ
ଶ୍ରୀପଦ୍ମନାଭମ ଏସିଆନେଟ୍
୨୦୧୩ ମାୟାମାଧବନମ ସୂର୍ଯ୍ୟ ଟିଭି
ପେନମାନସ୍ସୁ
କନମାରାୟାତୁ କାଇରାଲି ଟିଭି
୨୦୧୫ ବାଜବେ ମାୟାମ ଦୂରଦର୍ଶନମ୍
୨୦୧୬ ସଥମ ଶିବମ ସୁନ୍ଦରମ ଅମୃତା ଟିଭି ଭୈରବୀ
୨୦୧୭–୨୦୧୯ କରୁତାମୁତୁ ଏସିଆନେଟ୍ କନ୍ୟା ଜୟନ
୨୦୧୯–୨୦୨୪ ମାଞ୍ଜିଲ ବିରିଞ୍ଜା ପୂବୁ ମନୋରମା ପ୍ରତିଭା
୨୦୨୦–୨୦୨୨ ଥିଙ୍କାଲ କଲାମନ ସୂର୍ଯ୍ୟ ଟିଭି ଅନୁପମା
୨୦୨୦ ସ୍ୱନ୍ଥମ ସୁଜାତା ନିଜେ
୨୦୨୧ ପ୍ରିୟଙ୍କାରି ଫ୍ଲାୱାରସ୍
୨୦୨୨–୨୦୨୩ ମିଷ୍ଟ୍ରେସ ହିଟଲର୍ ଜୀ କେରଳମ ହିରଣମୟୀ
୨୦୨୩ ସୀତା ରାମମ ସୂର୍ଯ୍ୟ ଟିଭି ବସୁନ୍ଧରା
୨୦୨୩–୨୦୨୪ ନିନ୍ନିସ୍ତାମ ଏନ୍ନିସ୍ତାମ ଦୁର୍ଗା
୨୦୨୪–ଏବେଯାଏଁ ବାଲସାଲ୍ୟମ ଜୀ କେରଳମ ଇନ୍ଦ୍ରଜା
୨୦୨୪–ଏବେଯାଏ ମୀନୁସ୍ କିଚେନ୍ ମଜାବିଲ ମନୋରମା ସୁହାସିନୀ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ୨୦୧୬ ମସିହାର ସେପ୍ଟେମ୍ବର ୮ ତାରିଖରେ, ତାଙ୍କର ଦୀର୍ଘଦିନର ପୁରୁଷ ବନ୍ଧୁ ସାଜି ଜି ନାୟାରଙ୍କୁ ବିବାହ କରିଥିଲେ ।[] ଡିସେମ୍ବର ୨୦୨୨ରେ, ମେମନ ତାଙ୍କ ବିବାହ ବିଚ୍ଛେଦ କଥା ପ୍ରକାଶ କରିଥିଲେ ।[][]

  1. "Shalu Menon Gets Nod to Visit Dubai". The New Indian Express. Archived from the original on 7 February 2015. Retrieved 6 February 2015.
  2. "Actress Shalu Menon gets married". OnManorama. Retrieved 2025-08-27.
  3. Bose, Sharath (2023-05-30). "Shalu Menon Reveals About Her Failed Marriage: 'I'm Thinking Of Another Marriage, Probably Love Marriage'". filmibeat (in ଇଂରାଜୀ). Retrieved 2025-08-27.
  4. Daily, Keralakaumudi. "'Shalu Menon has destroyed me completely, I have a lot to say'; husband responds to divorce rumours". Keralakaumudi Daily (in ଇଂରାଜୀ). Retrieved 2025-08-27.

ବାହାର ଲିଙ୍କ୍

[ସମ୍ପାଦନା]