Jump to content

ସେଭେଲାମର

ଉଇକିପିଡ଼ିଆ‌ରୁ
(Sevelamerରୁ ଲେଉଟି ଆସିଛି)
ସେଭେଲାମର
Clinical data
Pronunciation(/sɛˈvɛləmər/ or /sɛˈvɛləmɪər/)
Trade namesRenagel, Renvela
AHFS/Drugs.commonograph
MedlinePlusa601248
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx only
    Pharmacokinetic data
    Bioavailability0%
    ExcretionFeces 100%
    Identifiers
    • poly(allylamine-
      co-N,N'-diallyl-1,3-diamino-2-hydroxypropane)
    Chemical and physical data
    Formula[(C3H7N)a+b.(C9H17N2O)c]m
    where a+b:c = 9:1
    Molar massvariable
      (verify)

    ସେଭେଲାମର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେନାଗେଲ, ହେଉଛି କ୍ରନିକ୍ ବୃକ୍‌କ ରୋଗରେ ହେଉଥିବା ହାଇପରଫସଫାଟେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଯୁକ୍ତରାଜ୍ୟରେ ଏହା ଦ୍ୱିତୀୟ ଧାଡିର ଚିକିତ୍ସା ।[] ଏହାକୁ ଖାଦ୍ୟ ସହିତ ପାଟିରେ ନିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଚର୍ମରୋଗ ରାସ ମଧ୍ୟ ହୋଇପାରେ। ।[] ଏହା ଅନ୍ତନଳୀରେ ଫସଫେଟ ସ‌ହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[]

    ୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସେଭେଲାମର ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ୮୦୦ ମିଗ୍ରାର ୨୭୦ଟି ବଟିକାର ମୂଲ୍ୟ ୪୮ ଡଲାର ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୫ ପାଉଣ୍ଡ ।[]

    1. 1 2 3 4 5 "Sevelamer Monograph for Professionals". Drugs.com (in ଇଂରାଜୀ). Archived from the original on 30 November 2020. Retrieved 12 October 2021.
    2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1116. ISBN 978-0-85711-369-6.{{cite book}}: CS1 maint: date format (link)
    3. "Sevelamer Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 7 April 2021.