ସେଓହାରା

ଉଇକିପିଡ଼ିଆ ରୁ
(Seohara ରୁ ଲେଉଟି ଆସିଛି)
Jump to navigation Jump to search
Seohara
city
Seohara is located in Uttar Pradesh
Seohara
Seohara
Location in Uttar Pradesh, India
ଅବସ୍ଥିତି: 29°13′N 78°35′E / 29.22°N 78.58°E / 29.22; 78.58Coordinates: 29°13′N 78°35′E / 29.22°N 78.58°E / 29.22; 78.58
Country India
StateUttar Pradesh
DistrictBijnor
ଉଚ୍ଚତା211 m (692 ft)
ଜନସଂଖ୍ୟା (2001)
 • ମୋଟ୪୩,୯୮୫
Languages
 • OfficialHindi
IST (UTC+5:30)
ପିନ କୋଡ଼246746
Telephone code01344
ଗାଡ଼ି ପଞ୍ଜିକରଣUP 20
ୱେବସାଇଟseohara.com


ସେଓହାରା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସେଓହାରା ୨୯.୨୦୮୮ ଉତ୍ତର ଅକ୍ଷାଂଶ ଓ ୭୮.୫୮୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେଓହାରା ସହରର ମୋଟ ଜନସଂଖ୍ୟା ୪୩୯୮୫ ଅଟେ ।[୨] ସେଥି ମଧ୍ୟରୁ ୫୨.୫୫% ଜଣ ପରୁଷ ହୋଇଥିବା ବେଳେ ୪୭.୪୫% ଜଣ ନାରୀ ଅଟନ୍ତି । ସେଓହାରାର ସାକ୍ଷରତା ହାର ୪୮.୪୯% ଅଟେ । ଏହା ଜାତୀୟ ହାର ଠାରୁ ୧୬.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୮.୫୩% ପ୍ରତିଶତ ପୁରୁଷ ଓ ୧୯.୯୭% ନାରୀ ଅଟନ୍ତି । ୧୬.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସେଓହାରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]