ସେଓହାରା

ଉଇକିପିଡ଼ିଆ‌ରୁ
(Seoharaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Seohara
city
Country India
StateUttar Pradesh
DistrictBijnor
Elevation
211 m (692 ft)
Population
 (2001)
 • Total୪୩,୯୮୫
Languages
 • OfficialHindi
Time zoneUTC+5:30 (IST)
PIN
246746
Telephone code01344
ଯାନବାହାନ ପଞ୍ଚୀକରଣUP 20
Websitewww.seohara.com


ସେଓହାରା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସେଓହାରା ୨୯.୨୦୮୮ ଉତ୍ତର ଅକ୍ଷାଂଶ ଓ ୭୮.୫୮୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେଓହାରା ସହରର ମୋଟ ଜନସଂଖ୍ୟା ୪୩୯୮୫ ଅଟେ ।[୨] ସେଥି ମଧ୍ୟରୁ ୫୨.୫୫% ଜଣ ପରୁଷ ହୋଇଥିବା ବେଳେ ୪୭.୪୫% ଜଣ ନାରୀ ଅଟନ୍ତି । ସେଓହାରାର ସାକ୍ଷରତା ହାର ୪୮.୪୯% ଅଟେ । ଏହା ଜାତୀୟ ହାରଠାରୁ ୧୬.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୮.୫୩% ପ୍ରତିଶତ ପୁରୁଷ ଓ ୧୯.୯୭% ନାରୀ ଅଟନ୍ତି । ୧୬.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସେଓହାରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]