Jump to content


  

ସିଜଏଡ଼ ବ୍ୟକ୍ତିତ୍ୱ ବିକାର

ଉଇକିପିଡ଼ିଆ‌ରୁ
(Schizoid personality disorderରୁ ଲେଉଟି ଆସିଛି)
Schizoid personality disorder
Duration: 6 minutes and 53 seconds.Subtitles available.
Video explanation
ଉଚ୍ଚାରଣ
ବିଭାଗPsychiatry
ଲକ୍ଷଣLittle desire for social relationships, limited emotions[]
ଆକ୍ରାନ୍ତ ସମୟBy early adulthood[]
ଅବଧିLong term[]
କାରଣUnclear[]
ବିପଦ କାରକFamily history[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟPsychosis, substance misuse, autism spectrum disorder, other personality disorders[]
ଚିକିତ୍ସାCounselling[]
PrognosisTypically poor[]
ପୁନଃପୌନିକ3 to 5%[]

  ସିଜଏଡ଼ ବ୍ୟକ୍ତିତ୍ୱ ବିକାର (SPD କିମ୍ବା SzPD) ରୋଗରେ ଏକ ସୀମିତ ଭାବନାର ସାମାଜିକ ସମ୍ପର୍କ ଏବଂ ସାମାନ୍ୟ ଇଚ୍ଛା ହେବା ଦୀର୍ଘକାଳୀନ ଢାଞ୍ଚା ଥିବା ଦେଖାଯାଏ ।[] ପ୍ରଭାବିତ ରୋଗୀଙ୍କର ସେମାନଙ୍କ ବିଷୟରେ ଅନ୍ୟମାନଙ୍କ ମତାମତ ବିଷୟରେ ସାମାନ୍ୟ ଚିନ୍ତା କରନ୍ତି ନାହିଁ । [] ଏହା ସମସ୍ତ ପରିସ୍ଥିତିରେ ବିଦ୍ୟମାନ ଥାଏ ।[] ଲକ୍ଷଣଗୁଡ଼ିକ ଯୁବାବସ୍ଥା ଆରମ୍ଭରେ ସୃଷ୍ଟି ହୁଏ ।[] ସାମାଜିକ ବିଚ୍ଛିନ୍ନତା ପ୍ରାୟ ଦେଖାଯାଏ ।[]

ଏହାର କାରଣ ଅସ୍ପଷ୍ଟ ରହିଛି। [] ବିପଦ କାରଣଗୁଡିକରେ ପାରିବାରିକ ଇତିହାସ ପ୍ରାୟ ୩୦% ଥିବା ଆକଳନ କରାଯାଇଛି ।[] [] ଏହାକୁ ଏକ କ୍ଲଷ୍ଟର ଏ ବ୍ୟକ୍ତିତ୍ୱ ବ୍ୟାଧି ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ।[] ଅଟିଜିମ ସ୍ପେକ୍ଟ୍ରମ ଏବଂ ପ୍ରମୁଖ ଅବସାଦ ବେମାରୀ ଭଳି ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼େଇବା ପରେ ଲକ୍ଷଣ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । [] []

ଚିକିତ୍ସାର ଅଧ୍ୟୟନ ଭଲ ଭାବରେ କରାଯାଇ ନାହିଁ । [] ପରାମର୍ଶର ବ୍ୟବହାରକୁ କିଛି ପ୍ରମାଣ ସମର୍ଥନ କରେ । [] ଉଦାସୀନତା ଜଡିତ ଅବସ୍ଥାକୁ ଚିକିତ୍ସା କରିବା ପାଇଁ ଔଷଧ ବ୍ୟବହୃତ ହୋଇପାରେ ।[] ଏହି ଅବସ୍ଥା ଥିବା ଅଧିକାଂଶ ଲୋକ ଏହାକୁ ଏକ ଅସୁବିଧା ବୋଲି ଦେଖନ୍ତି ନାହିଁ ଏବଂ ତେଣୁ ସକ୍ରିୟ ଭାବରେ ଏହା ପାଇଁ ସାହାଯ୍ୟ ଖୋଜନ୍ତି ନାହିଁ । [] ଦୀର୍ଘକାଳୀନ ଫଳାଫଳ ବାରମ୍ବାର ଖରାପ ଅଟେ । []

ଏହା ୩ରୁ ୫% ଲୋକଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି। [] ଏହା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ ।[] ବ୍ୟାଧି ପ୍ରଥମେ ୧୯୮୦ ମସିହାରେ ଡିଏସଏମ-୩ରେ ଅନ୍ତର୍ଭୁକ୍ତ ହୋଇଥିଲା।[]

  1. ଏହି ଯାଏ ଉପରକୁ ଯାଆନ୍ତୁ: ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 652-655. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. ଏହି ଯାଏ ଉପରକୁ ଯାଆନ୍ତୁ: ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Fariba, K; Gupta, V (January 2020). "Schizoid Personality Disorder". PMID 32644660. {{cite journal}}: Cite journal requires |journal= (help)