ସାତ୍ତେନାପଲ୍ଲି

ଉଇକିପିଡ଼ିଆ ରୁ
(Sattenapalle ରୁ ଲେଉଟି ଆସିଛି)
Jump to navigation Jump to search
Sattenapalle
సత్తెనపల్లి
Town
Sattenapalle is located in Andhra Pradesh
Sattenapalle
Sattenapalle
Location in Andhra Pradesh, India
ଅବସ୍ଥିତି: 16°23′46″N 80°08′59″E / 16.396167°N 80.149677°E / 16.396167; 80.149677Coordinates: 16°23′46″N 80°08′59″E / 16.396167°N 80.149677°E / 16.396167; 80.149677
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
କ୍ଷେତ୍ରଫଳ [୧]
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା71 m (233 ft)
ଜନସଂଖ୍ୟା (2011)[୨]
 • ମୋଟ୫୬,୭୨୧
 • ଘନତା/km2 (6,700/sq mi)
ଭାଷା
 • ସରକାରୀTelugu
IST (UTC+5:30)
ୱେବସାଇଟSattenapalle municipality

ସାତ୍ତେନାପଲ୍ଲି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାତ୍ତେନାପଲ୍ଲି ୧୬.୩୯୩୯ ଉତ୍ତର ଅକ୍ଷାଂଶ ଓ ୮୦.୧୫୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତ୍ତେନାପଲ୍ଲି ସହରର ମୋଟ ଜନସଂଖ୍ୟା ୫୧୩୫୦ ଅଟେ ।[୪] ସେଥି ମଧ୍ୟରୁ ୪୯.୮୯% ଜଣ ପରୁଷ ହୋଇଥିବା ବେଳେ ୫୦.୧୧% ଜଣ ନାରୀ ଅଟନ୍ତି । ସାତ୍ତେନାପଲ୍ଲିର ସାକ୍ଷରତା ହାର ୬୦.୩୨% ଅଟେ । ଏହା ଜାତୀୟ ହାର ଠାରୁ ୪.୫୨% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୭% ପ୍ରତିଶତ ପୁରୁଷ ଓ ୨୬.୧୫% ନାରୀ ଅଟନ୍ତି । ୧୨.୧୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ସାତ୍ତେନାପଲ୍ଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Census 2011". The Registrar General & Census Commissioner, India. Retrieved 26 July 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]