ଶାସନପଦା
ଦେଖଣା
(Sasanpadaରୁ ଲେଉଟି ଆସିଛି)
ଶାସନପଦା | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ବାଲେଶ୍ୱର |
| ପଞ୍ଚାୟତ ସମିତି | ରେମୁଣା |
| ଗ୍ରାମ ପଞ୍ଚାୟତ | ସେରଗଡ଼ |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୬୦୬୦[୧] |
| Area code | +୦୬୭୮୨ |
| ଯାନବାହାନ ପଞ୍ଚୀକରଣ | OR/01 |
ଶାସନପଦା ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |
ଗମନାଗମନ
[ସମ୍ପାଦନା]ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱର ଓ ନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ୧୧ କି.ମି. ଓ ନୀଳଗିରିଠାରୁ ୬ କି.ମି. ।
ବିଶେଷତ୍ୱ
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ସ୍କୁଲ
[ସମ୍ପାଦନା]
ଏହାର ଅନତି ଦୂରରେ ଶାସନପଦାଠାରେ ଗୋଟିଏ ଓଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ଶାସନପଦା ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।
ଅନ୍ୟାନ୍ୟ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]
ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଶ୍ୟାମସୁନ୍ଦର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।
