ସରୋଜ କୁମାର ମେହେର

ଉଇକିପିଡ଼ିଆ‌ରୁ
(Saroj Kumar Meherରୁ ଲେଉଟି ଆସିଛି)
ସରୋଜ କୁମାର ମେହେର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀକନକ ବର୍ଦ୍ଧନ ସିଂହ ଦେଓ
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1978-06-19) ୧୯ ଜୁନ ୧୯୭୮ (ବୟସ ୪୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମିନାକ୍ଷୀ ମେହେର
ବାପା/ବୋଉଭୋଳାନାଥ ମେହେର (ବାପା)
ବୃତ୍ତିରାଜନୀତିଜ୍ଞ

ସରୋଜ କୁମାର ମେହେର (ଜନ୍ମ: ୧୯ ଜୁନ ୧୯୭୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସରୋଜ କୁମାର ମେହେର ୧୯୭୮ ମସିହାର ଜୁନ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭୋଳାନାଥ ମେହେର ଓ ପତ୍ନୀଙ୍କ ନାମ ମିନାକ୍ଷୀ ମେହେର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସରୋଜ କୁମାର ମେହେର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Saroj Kumar Meher". odishaassembly.nic.in. Odisha Assembly. Retrieved 15 September 2021.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Saroj Kumar Meher-ସମ୍ପର୍କିତ ମିଡ଼ିଆ