ସନ୍ତୋଷ ପାଣ୍ଡେ
ଦେଖଣା
(Santosh Pandeyରୁ ଲେଉଟି ଆସିଛି)
ସନ୍ତୋଷ ପାଣ୍ଡେ | |
|---|---|
| ସାଂସଦ: ୧୭ଶ, ୧୯ଶ ଲୋକ ସଭା | |
| Assumed office ୨୩ ମଇ ୨୦୧୯ | |
| ପୂର୍ବ ଅଧିକାରୀ | ଅଭିଶେକ ସିଂହ |
| ନିର୍ବାଚନ ମଣ୍ଡଳୀ | ରାଜନନ୍ଦଗାଁ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩୧ ଡିସେମ୍ବର ୧୯୬୭ ସାହାସପୁର, ଛତିଶଗଡ଼, ଭାରତ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ପେଷା | ଓକିଲ |
ସନ୍ତୋଷ ପାଣ୍ଡେ (ଜନ୍ମ: ୩୧ ଡିସେମ୍ବର ୧୯୬୭) ଜଣେ ଭାରତୀୟ ରାଜନେତା । ୨୦୧୯ ଓ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଛତିଶଗଡ଼ର ରାଜନନ୍ଦଗାଁ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୭ଶ ଓ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ଆଧାର
[ସମ୍ପାଦନା]- ↑ "List of Chhattisgarh Lok Sabha Election 2019 winners". Zee News. 23 May 2019. Retrieved 24 May 2019.
- ↑ "Members : Lok Sabha". loksabhaph.nic.in.
- ↑ The Economic Times (6 June 2024). "Bullish Wins & Bearish Losses: Here are the key contests and results of 2024 Lok Sabha polls". Archived from the original on 27 July 2024. Retrieved 27 July 2024.