ସାନ୍ତୋକବେନ ଆରେଥିୟା
ଦେଖଣା
(Santokben Aarethiyaରୁ ଲେଉଟି ଆସିଛି)
ସାନ୍ତୋକବେନ ଆରେଥିୟା | |
|---|---|
| ବିଧାୟକ: ଗୁଜରାଟ ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୭ – ୨୦୨୨ | |
| ନିର୍ବାଚନ ମଣ୍ଡଳୀ | ରାପାର |
| ବ୍ୟକ୍ତିଗତ ସବିଶେଷ | |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ସାନ୍ତୋକବେନ ବଚୁଭାଇ ଆରେଥିୟା (ଜନ୍ମ: ୧୯୬୫) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ଗୁଜରାଟ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଗୁଜରାଟର ରାପାର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ "Gujarat diverted 187 ha of forest land to industry in 4 years: Government". The Indian Express (in ଇଂରାଜୀ). 2021-03-28. Retrieved 2022-11-07.