ସାଣ୍ଡିଲା

ଉଇକିପିଡ଼ିଆ ରୁ
(Sandila ରୁ ଲେଉଟି ଆସିଛି)
Jump to navigation Jump to search
Sandila
city
Sandila is located in Uttar Pradesh
Sandila
Sandila
Location in Uttar Pradesh, India
ଅବସ୍ଥିତି: 27°05′N 80°31′E / 27.08°N 80.52°E / 27.08; 80.52Coordinates: 27°05′N 80°31′E / 27.08°N 80.52°E / 27.08; 80.52
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHardoi
ଉଚ୍ଚତା142 m (466 ft)
ଜନସଂଖ୍ୟା (2001)
 • ମୋଟ୪୮,୮୩୧
ଭାଷା
 • ସରକାରୀHindi
IST (UTC+5:30)

ସାଣ୍ଡିଲା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ହର୍ଦୋଇ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାଣ୍ଡିଲା ୨୭.୦୭୦୪ ଉତ୍ତର ଅକ୍ଷାଂଶ ଓ ୮୦.୫୧୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଣ୍ଡିଲା ସହରର ମୋଟ ଜନସଂଖ୍ୟା ୪୮୮୩୧ ଅଟେ ।[୨] ସେଥି ମଧ୍ୟରୁ ୫୨.୪୪% ଜଣ ପରୁଷ ହୋଇଥିବା ବେଳେ ୪୭.୫୬% ଜଣ ନାରୀ ଅଟନ୍ତି । ସାଣ୍ଡିଲାର ସାକ୍ଷରତା ହାର ୪୯.୬୬% ଅଟେ । ଏହା ଜାତୀୟ ହାର ଠାରୁ ୧୫.୧୮% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୪% ପ୍ରତିଶତ ପୁରୁଷ ଓ ୨୦.୪୩% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସାଣ୍ଡିଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]