Jump to content

ସାନାୱାଦ

ଉଇକିପିଡ଼ିଆ‌ରୁ
(Sanawadରୁ ଲେଉଟି ଆସିଛି)
Sanawad
सनावाद
Township
Country India
StateMadhya Pradesh
RegionNimar
DistrictKhargone District
Named forMundari (Ring or Circle)
Government
  TypeMunicipal Board
  Nagar palika AdhyakshaNarendra Sharma(Lali) (Congress)
DemonymMundian's
Time zoneUTC+5:30 (IST)
Spoken LanguagesHindi, English ,Nimari


ସାନାୱାଦ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ୱେସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସାନାୱାଦ ୨୨.୧୭୧୫ ଉତ୍ତର ଅକ୍ଷାଂଶ ଓ ୭୬.୦୭୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାନାୱାଦ ସହରର ମୋଟ ଜନସଂଖ୍ୟା ୩୪୧୩୧ ଅଟେ ।[] ସେଥି ମଧ୍ୟରୁ ୫୨.୩୮% ଜଣ ପରୁଷ ହୋଇଥିବା ବେଳେ ୪୭.୬୨% ଜଣ ନାରୀ ଅଟନ୍ତି । ସାନାୱାଦର ସାକ୍ଷରତା ହାର ୬୯.୧୧% ଅଟେ । ଏହା ଜାତୀୟ ହାରଠାରୁ -୪.୨୭% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୮% ପ୍ରତିଶତ ପୁରୁଷ ଓ ୨୯.୩୩% ନାରୀ ଅଟନ୍ତି । ୧୩.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ସାନାୱାଦର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  2. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]