ଶମ୍ଭୁନାଥ ବାନାର୍ଜୀ
ଦେଖଣା
(Sambhunath Banerjeeରୁ ଲେଉଟି ଆସିଛି)
ଶମ୍ଭୁନାଥ ବାନାର୍ଜୀ (୧୮୮୮ – ୧୩ ଜୁଲାଇ ୧୯୭୭) ଜଣେ ବଙ୍ଗାଳୀ ଭାରତୀୟ ଆଇନ ବିଶାରଦ, କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଏବଂ କଲିକତା ବିଶ୍ୱବିଦ୍ୟାଳୟର ଉପକୁଳପତି ଥିଲେ । ସେ କଲକାତାର ପ୍ରସିଦ୍ଧ ସ୍କଟିଶ୍ ଚର୍ଚ୍ଚ କଲେଜରେ ଏବଂ କଲିକତା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ।[୧] ସେ ୧୧ ମଇ ୧୯୫୦ ରୁ ୧୧ ଏପ୍ରିଲ୍ ୧୯୫୪ ପର୍ଯ୍ୟନ୍ତ କଲିକତା ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ କାର୍ଯ୍ୟ କରିଥିଲେ।[୨]
୨୬ ଡିସେମ୍ବର ୧୯୫୨ ତାରିଖରେ କଲିକତା ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍ ଲ ଉପାଧି ପ୍ରଦାନ କରିଥିଲା।[୩]
ଆଧାର
[ସମ୍ପାଦନା]- ↑ Some Alumni of Scottish Church College in 175th Year Commemoration Volume. Scottish Church College, April 2008. page 593
- ↑ "Our Vice-Chancellors". web.archive.org. Archived from the original on 6 October 2010. Retrieved 9 January 2026.
{{cite web}}: CS1 maint: bot: original URL status unknown (link) - ↑ "Recipients of Honorary degrees". www.caluniv.ac.in. Retrieved 2026-01-09.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |